Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

2  

Ram Prasad Bisoi

Others

ଆଉ କିଛି ଦିନ-------------------!

ଆଉ କିଛି ଦିନ-------------------!

1 min
1.3K


ଆଉ କିଛି ଦିନ-------------------!

ସମୟ ସମୟରେ---------------! ଏମିତି ବିପରୀତ ହୋଇ ଯାଏ, କେହି ଜଣେ ପୁଣି ଆସି, ଛାତିରେ ଲେଖି ଦିଏ ତା ନାଁ-------------------! ସେ କହେ ! ଅଛି ! କବି ! ତୁମ ହୃଦୟେ ସବୁବେଳେ, ତମ ସହ----------------- କାୟା ନ ହୋଇ ବି ଛାୟା ହୋଇ, ନେଇ ଯାଅ ମତେ, ସେଇ କଳ୍ପନା ରାଇଜକୁ ପୁଣି,କଳା ମେଘ ଦେଖି , ନାଚି ଉଠିବା ଦୁହେଁ ବନ ମୟୁର ମୟୂରୀ ସାଜି କରି ସାକ୍ଷୀ ସବୁଜ ବନାନୀ ହେଉ ପଛେ ! ସେ କଳ୍ପନା , ନ ଥାଉ ସେ ଭାବ ତମ ସହ ବଞ୍ଚିବାକୁ ତ ମିଳିଯିବ ସପନରେ କିଛି ନିଶ୍ୱାସ ! ଆଉ କିଛି ଦିନ---------!

ରାମ ବିଶୋଇ (କାଶ୍ୟପ) ରାୟଗଡା । ତା-୨୬-୦୫-୧୬ ସମୟ-ସକାଳ-୧୧-୧୦ମି. ।


Rate this content
Log in