Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ଆତ୍ମଗାଥା ଏକ ନଦୀର

ଆତ୍ମଗାଥା ଏକ ନଦୀର

1 min
6.9K



✨✨ ଆତ୍ମଗାଥା ଏକ ନଦୀର ✨✨

ସମୁଦ୍ର !
କ'ଣ-
ଗୋଟେ ବିରହିଣୀର ଚିର ଇପ୍-ସିତ ପ୍ରେମିକ ?
ବେଳେ, ପ୍ରେମ ଆବୋଶରେ କରେ ଲବଣାକ୍ତ,
ବେଳେ, ହୋଇଯାଏ ଅବୁଝା, ଅମାନିଆ, ଅଶାନ୍ତ ...।।।
ସମୁଦ୍ର !
ସତେ ଜଣେ ବିଶ୍ୱସ୍ତ ପ୍ରେମିକ,
ତା'ପାଖେ ଝାସି ହେବ ସର୍ବସ୍ୱ ।।

✨- ଅମିୟ


Rate this content
Log in