STORYMIRROR

Ansuman Swain

Others Children

2  

Ansuman Swain

Others Children

ଆସରେ ଆସ ପିଲାଏ ଆସ

ଆସରେ ଆସ ପିଲାଏ ଆସ

1 min
150

ଅସାରେ ଆସ ପିଲାଏ ଆସ

         ଖେଳିବା ନାନା ଖେଳ 

ପାନ ଖାଇବା ଆମେ ମଜିବା

      ହୋଇବା ଆମେ ମେଳ

ଆସିଛି ଆଜି ପହିଲି ରଜ

         ହସୁଛି ଆମ ମାଟି

ଗାଁ ର ଦାଣ୍ଡେ ଉଡୁଛି ଧୂଳି

     ଉଡୁଛି ପଟା ଦୋଳି 

ମାମୁ ଆସିଲେ ଆସିବା ଆମ୍ଭେ

          ହୋଇବା ସଜବାଜ

ମିଠା କହିବା ପିଠା ଖାଇବା

          ଶୁଣିବା ନନା ଗପ 

ଅସାରେ ଆସ ପିଲାଏ ଆସ

           ଖେଳିବା ନାନା ଖେଳ

ପାନ ଖାଇବା ଆମେ ମଜିବା

            ହୋଇବା ଆମେ ମେଳ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍