STORYMIRROR

padmaja pati

Others

3  

padmaja pati

Others

ଆସିଛି ନୂଆ ବରଷ

ଆସିଛି ନୂଆ ବରଷ

1 min
221

ଆସ କୁନି, ମୁନି ନୂଆ ବରଷରେ

ଆନନ୍ଦେ ଗାଇବା ଗୀତ

ନାଚିବା, କୁଦିବା ମନ ଆନନ୍ଦରେ

କରିବା ତାକୁ ସ୍ୱାଗତ ।

ଟୁନି, ରୁନି, ମୁନି ଆସ ସାଥେ ମିଳି

ଖେଳିବା ଭଳି କି ଭଳି

ଡୁଡୁ, ବୋହୁ ଚୋରି, କବାଡି ସାଥିରେ

ପୁଚି ଆଉ ଲୁଚକାଳି ।


Rate this content
Log in