STORYMIRROR

pratap nayak

Others

2  

pratap nayak

Others

ଆଶା

ଆଶା

1 min
13.8K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଅଭିସମ୍ପାତ ଏକ ଭୟଙ୍କର ମୂଦ୍ରାର

କଜ୍ୱଳର ସରୁ ଧାର

ରକ୍ତିମ ଚିବୁକ

ବିନୟର ପଶାପାଲି

ବେଢିରହିଥିବା ଦୁର୍ବାଦଳ

କୃତ୍ରିମ ବନ୍ୟା

ନାଉ ହେଇ ଯାଉଥିବା

ବାପା ପିଠିରେ ପୁଅ

ଫେରି ଫେରିଆସେ

ସତେଜ ଗୋଲାପ ପାଖୁଡାର

ମୁଦିହେବା ବେଳ

ବିନମ୍ର ବୟାନ ଦେଉଥିଲା

ଅଥୟ ଭରସା

ଅଭିସମ୍ପାତ ଏକ ଭୟଙ୍କର ମୂଦ୍ରାର

ଫଳିବନି

ଯମା ଫଳିବନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍