STORYMIRROR

Kumarlal Rana

Others

3  

Kumarlal Rana

Others

ଆଶା

ଆଶା

1 min
206

ମାଗିଛି ଏତିକି ଜୀବନ ନିମନ୍ତେ  ଭାଗ୍ୟ ଭଗବାନ ପାଇଁ l

ପ୍ରେମ ପାଇବାକୁ ଏ ଜୀବନଲୋଡ଼େ ଦୟାରେ ରହୁଏମହି l

ପାଇବାକୁ ଆଶା କରିଛି  

ଭରସା  ତିଆରି  କରିବି ଫଳ l

ଜଗତର ପାଇଁ

ମୋ ମାଟି ଦିଅଇ, 

ଭାଗ୍ୟର ମହତ୍ୱ ମୂଲ l

ଗଢ଼ିବାକୁ କୁମ୍ଭ ଜାଗ୍ରତ କରଇ 

ହିତରେ ରଖି   

ସଂସାର l

ସଜାଇବାକୁ ମୁଁ ସଂସାରର ଗତି 

ପୁଣ୍ୟ ପ୍ରଭାତର ଭାର l

ମୁଁ କୁମ୍ଭାର ଭାଇ 

ଦେଶ ହିତ ପାଇଁ l

ଜାଗେ 

ଜାଗରଣ ବାର୍ତା l

ମାଟିରେ କୁହୁକ କୌଶଳ  

ବିଦ୍ୟାରେ  

କୁମ୍ଭ ନିର୍ମାଣରେ 

ସ୍ରଷ୍ଟା l


Rate this content
Log in