ଆଶା
ଆଶା
1 min
181
ମଣିଷ ବଞ୍ଚିରହେ
ଗୋଟିଏ ଆଶା ସହ
ପୂର୍ଣ୍ଣ କରିବାକୁ ଚେଷ୍ଟା କରେ
ସମୟ ସହ । ୧
ଏହି ସମୟ ସହ ମଣିଷର ଦୌଡ
ଆଣି ଦିଏ କେତେବେଳେ ପ୍ରୌଢ
ରହିଯାଏ ବହୁତ ଆଶା ଆଶାରେ
ତଥାପି ମାଣିଷ ରହିଥାଏ କେଜାଣି
କାହାର ଭରସାରେ । ୨
ହୋଇଯାଏ ତାରିଖ
କାଗଜ ପୃଷ୍ଠାରେ
ଜଗି ରହିଥାଏ
ପୁଣି ଏକ ନୂତନ ଜନ୍ମର ଆଶାରେ । ୩
