STORYMIRROR

Sudipta Behera

Others

3  

Sudipta Behera

Others

ଆଶା ନେଇ

ଆଶା ନେଇ

1 min
264

ଆସ

ଆମେ ସମସ୍ତେ

ସଜାଡ଼ିବା,

ଆଶା ନେଇ

ଆଉ ଏକ

ସୁନାର ଭାରତ

ଯେଉଁ ଠି ନ ଥିବ

ଝଡ ଆଉ ଭୂମି କମ୍ପ

ଯେଉଁଠି ନ ଥିବ....

ଅନାହାର,

କଙ୍କାଳର ଶୋଭାଯାତ୍ରା

ଶ୍ମଶାନକୁ ନିତି ନିତି l


Rate this content
Log in