Abhinaba Pattniak
Others
ଯଦି ଦେଲ ନାହିଁ ଖୁଦ କଣିକାରୁ
ମନେ ନାହିଁ ମୋର ଖେଦ
ଅଡୁଆ ସୁତାକୁ ନ ଫିଟାଇ
ତମେ କଲ ବଡ଼ ନାଟ ।
ଲକ୍ଷ୍ମୀ ମାଙ୍କୁ କହିବି
ପ୍ରଭୁହେ ତୁମରି ଏଇ ଲୀଳା ।
ଜଗନ୍ନାଥ ହେ ସୁମରି ତୁମରି ଲୀଳା
ଆରମ୍ଭ କରୁଚି ଆହେ ଦୟାନିଧି
ଆଜିଠୁ କବିତା ମାଳା ।
ଭିଜା ସ୍ବପ୍ନ
ହେ ଶିବ
ହେ ମହାବାହୁ
କୃଷ୍ଣ କଥା
ପ୍ରେମ
ବାହାନା
ମାଁ ସମଲେଇ
ମୋ ମା
କବି
ଦେଖା