STORYMIRROR

Tapan kumar Sahu

Others

3  

Tapan kumar Sahu

Others

ଆମେ ଭାରତ ଦେଶର ଚଷା

ଆମେ ଭାରତ ଦେଶର ଚଷା

1 min
3.1K



ଆମେତ ଚଷା ମିଲର ଡିଲର ପୁଷା

ଆମେତ ଚଷା ଆମର ହଜଲା ଭରଷା ll

ଧାନ କାଟୁଛ ମିଲର ବାବୁ କେଜି କେଜି

ପଏସା ଦେବ କାଟନା ଛାଟନା ହେଜି ହେଜି.. ll


ବରଷ ଯାକର ଭରସା ଆମର ଲୁକାଶ କାଗଜ ତଲେ

ନବୀନ ହଉ କି ମୋଦି ହଉ ଲୁକସନ ଆମକୁ ଦେଖଲେ ll

କାଏଁ କରମୁ କେନେ କହେମୁଁ ଆମେ ଭାରତ ଦେଶର ଚାଷୀ

କହୁଥିଲେଦିନେ ଜୟ କିସାନ ଏବେ ଦେଲେନ ପାସରି ll


ମିଲର ଡିଲର ପୁଷି ନେତାମାନେ ନେସନ ଟକା ବିଡାବିଡା

ଭୋଟବେଳେ ପୁହେମାନକର ଦେଖତ ଚଷାର ଦୁଆରେ ଠିଆ l

ଭୋଟହେଲେ ଆଏସନ ବୁଲି ଧୋବ ଫରଫର କୁରତା

ଏବେ ତ ଘାଏ ସାମନେ ଆସ ଥରେ କରତ ସୁରତା ll


ଭିକାରି ବାଗିର କଥା କହେସ ଆଂଜ୍ଞା ଆଏଲେ ଥରେ ଭୋଟ

ଇହାଦେ ତମକୁ ଡାକ ଦେଲେ କାଏଁଜେ ମାରସ ଆମକୁ ଚୋଟ



ତପନ କୁମାର ସାହୁ. ରିଞ୍ଜା କଳାହାଣ୍ଡି


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ