STORYMIRROR

KAMAKSHYA PRASAD BEHERA

Others

3  

KAMAKSHYA PRASAD BEHERA

Others

ଆମ ଦୀପାବଳୀ

ଆମ ଦୀପାବଳୀ

1 min
353

ସଵୁ କାଳରାତ୍ରି କରିବା ଦୂର 

ହୃଦୟ ରୁ ଦୀପ ଜଳା ଏଥର ।

ଏକ ଅନ୍ନେ ଆଜି ମୋ ପରିବାର 

ଦୀପାବଳୀବାନ୍ଧେ ସଂପର୍କ ଡୋର ।1

ପିଠା ମିଠା ସହ ଅମୃତ ଖାଅ 

ଈଶ୍ୱରଙ୍କ ସୃଷ୍ଟି ପ୍ରେମରେ କୁହ

ଘିଅ ଦୀପ ହାତେ ଜଳାଇ ଦିଅ

ସପ୍ତ ପୁରୁଷଙ୍କ କୀରତି ଗାଅ ।2

ଭ୍ରାତୃଭାଵ ଵଢୁ ପ୍ରତି ପରାଣେ

ଵଡଵଡୁଆଙ୍କ ଯାଇ ସରଣେ

ମାର ଅହଂକାର ଫୁଟାଇ ବାଣେ

ଵିଶ୍ଵ ଏକ ହେଉ ଆମ ସୁଗୁଣେ ।3



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍