Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତ୍ରିନାଥ ବେହେରା

Others

5.0  

ତ୍ରିନାଥ ବେହେରା

Others

ଆମ ଐତିହ୍ୟ ବୋଇତ

ଆମ ଐତିହ୍ୟ ବୋଇତ

1 min
252



ଯା ରେ ଯାରେ ବୋଇତ ତୁ..ଯା..

ଭଲରେ ଯାଇ ତୁ ଧନ ନେଇ ଆ...(2)

ତୁ ଆମ ଓଡିଆର ସେନହ ଆଦରର

ସାଧବ ପୁଅ ଙ୍କୁ ଫେରେଇ ନେଇ ଆ...||


କାର୍ତ୍ତିକ ପୂର୍ଣ୍ଣିମାରେ ଯାଉଥିଲୁ ବହୁଦୂରେ

ଉତ୍କଳ ଦରବ ପହଞ୍ଚେ ବିଦେଶରେ

ଆ କା ମା ବୈ ତତେ ମେଲାଣି ଦେଇ

ସାଧବାଣୀ ବାହୁଡେ ତତେ ବନ୍ଦେଇ ଦେଇ ||


ସେ ଅତୀତ ଆଜି ସ୍ମୃତି ଐତିହ୍ୟ ଓ କିର୍ତ୍ତୀରାଜି

ବୋଇତର କାହାଣୀ ଉତ୍କଳର ସଂସ୍କୃତି

କଟକ ବାଲିଯାତ୍ରା ଗାଉଛି ସେଇ ଗାଥା

ଉତ୍କଳ ପରମ୍ପରାର ବୋଇତ କହେ କଥା ||



Rate this content
Log in