STORYMIRROR

Susil Pani

Others

3  

Susil Pani

Others

ଆମ ଐତିହ

ଆମ ଐତିହ

1 min
271

ଆମ ଐତିହ ଅଟଇ ବାଲିଯାତରା

କାର୍ତ୍ତିକ ପୁଣ୍ଣିମାରେ ଡଙ୍ଗା ଭସାଇ ମନେ ପକାଉ ଆମ ଐତିହ ପରା ।


ସାଧବ ପୁଅମାନେ ବେପାର ବୈଣିଜ କରିବା ପାଈଁ

ସୁଦୂର ଜାଭା ସୁମାତ୍ରା ଜାଉଥିଲେ ନୌବାଣିଜ୍ୟ କରି

ବିଦେଶରେ ବେପାର ବଣିଜକରି ।


ଆଣୁଥିଲେ ନାନା ଅଳଙ୍କାର ରତ୍ନ ନିଜ ଦେଶକୁ ପୁଣି

ଆମ ପୂର୍ବ ଐତିହକୁ ମନେ ପକାଇ

ବାଲିଯାତ୍ରା କରି ଡଙ୍ଗା ଭସାଉ ନଦି ପୋଖରିରେ ନେଇ ।


ଆମ ଐତିହ ଅଟଇ ସର୍ବ ପୂରାତନ ।

ଆମ ପୂର୍ବ ପୁରୁଷ ରଖିଯାଈଛନ୍ତି ଆମ ମାନ ସମ୍ମାନ ।



Rate this content
Log in