STORYMIRROR

kahnu charan sahu

Others

2  

kahnu charan sahu

Others

ଆଖି ସାମ୍ନାରେ

ଆଖି ସାମ୍ନାରେ

1 min
130

ଆଖି ସାମ୍ନାରେ

ଅନେକ କିଛି ଘଟିଯାଏ

କେତେଥର କହିବା ପରେ

କେତେଥର ଅନୁଭବ କରିବା ପରେ

ହୃଦୟରେ ଉଠିଥିବା ଅନେକ ଝଡ

ଆପେ ଆପେ ଥମିଯାଏ

ହେଲେ ରହିଯାଏ 

କେତେ ବିଭୋରତା

କେତେ ଆବିଳତା 

ଜଡ ପାଲଟି ଯାଏ ସ୍ୱପ୍ନ ସତ

ହୃଦୟ ଯେ କୁହୁଳି କୁହୁଳି

ଚେଷ୍ଟାକରେ ନୀରବତା !!


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ