STORYMIRROR

Dr Jharana Satapathy

Others

2  

Dr Jharana Satapathy

Others

ଆକାଂକ୍ଷା

ଆକାଂକ୍ଷା

1 min
813



ଆକାଂକ୍ଷା ନାମକ ଏକ ମାସିକ ପତ୍ରିକାଟିଏ

ସମସ୍ତଙ୍କ ମନକୁ ଭାରି ଛୁଏଁ

ଅତି ପ୍ରିୟର ଅଟେ ସଭିଙ୍କର

କରନ୍ତି ତାକୁ ସଭିଏଁ ଆଦର

ପତ୍ରିକାରେ ଭରପୁର ଲେଖନୀ ମମତା

କେତେ ରଖିଛି କବି ଗାଳ୍ପିକଙ୍କ ଗାଥା

ଅତି ଉଚ୍ଚକୋଟିର ଏହାର ଲେଖାମାନ

ସଭିଙ୍କ ମନକୁ କରେ ଆଲୋଡନ

ପତ୍ରିକାଟି ବାନ୍ଧିରଖିଛି ସଂପର୍କର ବନ୍ଧନ

ପତ୍ରିକା ମଧ୍ୟରେ ଏହାର ସ୍ବତନ ସ୍ଥାନ

ପଠନ ମାତ୍ରେ ସମସ୍ତେ ହୁଅନ୍ତି ଧନ୍ୟ

ପ୍ରତିଭା ମାନେ ପାଆନ୍ତି କେତେ ଯେ ସୁନାମ

ଷ୍ଟୋରିମିରର୍ ପରିବାରର ଏହା ସାଥିଟିଏ

ପ୍ରତିଭାମାନଙ୍କର ଲେଖାମାନ ପ୍ରକାଶ ପାଏ

ରଶ୍ମି ରେଖା ତ୍ରିପାଠୀଙ୍କ ସମ୍ପାଦିତ ପ୍ରତିଭା

ଦେଖିଲେ ନଇଁ ଯାଏ ଆମର ମଥା

ବିଭୁଦତ୍ତ ରାଉତ ସାରଙ୍କ ଦିଗଦର୍ଶକ

ରଖିବ ଆକାଂକ୍ଷା ପତ୍ରିକାର ଟେକ

ସଫଳତାର ସ୍ବାଦ ପାଇବ ନିଶ୍ଚୟ

ଏହାରତ ଅଟେ ମୂଳ ଲକ୍ଷ୍ୟ

ବିଚ୍ୟୁତ ହେବ ନାହିଁ କକ୍ଷ ପଥରୁ

ଦେଖାଏ ସର୍ବଦା ତାହାର ଦକ୍ଷ

ପ୍ରଭୁଙ୍କ ନିକଟେ ଆମର ଏତିକି ବିନତି

ପତ୍ରିକାର ସର୍ବଦା ହେଉଥାଉ ଉନ୍ନତି


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍