ଆଜିର ପିଲା
ଆଜିର ପିଲା
1 min
14.3K
ଆମେ ତ ଭାଗ୍ୟବାନ ପିଲା ରେ
ଆଉ କେ ଆମ ପରି ଅଛିରେ
ଆମେ ତ ବୁଲୁ ଶ୍ରେଣୀ ବାହାରେ
ପଢା କୁ କୁହ କିଏ ପଚାରେ ।।
ଆମେ ତ ଖାଉ ଆଜି କୁର୍ କୁରେ
ମାଡ଼ ତ ଜମା ହବ ନାହିଁ ରେ
ଈସ୍କୁଲ ଦଣ୍ଡ ମୁକ୍ତ ହେଲା ରେ
ନ ପଢ଼ି ପାଶ ଆମେ ହେବୁ ରେ ।।
କାମ ତ କହିବେନି ସାଆରେ
କହିଲେ ନିଲମ୍ବିତ ହେବେ ରେ
ଆମର ଭାଉ ବେଶି ହେଲା ରେ
ଆମେ ଏ ଯୁଗ ଛାତ୍ର ଛାତ୍ରୀ ରେ ।।
