STORYMIRROR

Mrs. SASMITA DAS

Others

3  

Mrs. SASMITA DAS

Others

ଆଜି ପାଇଁ

ଆଜି ପାଇଁ

1 min
635

ଆଜି କାହିଁ ବହୁତ ଇଛା ହେଉଛି

ନିଜ ପାଇଁ ନିଜେ କିଛି ବଞ୍ଚିନେବି

ଆଜିର ସକାଳକୁ

ନିଜର କରିନେବି

କିନ୍ତୁ କେମିତି କରିବି?

ସକାଳ ତ ସମୟର

ସମୟ ତ ସ୍ରଷ୍ଟାର ଅଧୀନ

ତଥାପି, କିଛି ସମୟକୁ

ଆପଣା ର ମୁଠାରେ ସାଉଁଟି ନେବି

ନିଜ ପାଇଁ ନିଜେ କିଛି ବଞ୍ଚିନେବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍