STORYMIRROR

Madhabi Patel

Others

1  

Madhabi Patel

Others

ଆଜି ହେଇଗଲି ପର

ଆଜି ହେଇଗଲି ପର

1 min
3.0K


ହୃଦୟଟିଏ ଅଛି ବୋଲି ସିନା ଆଖିରୁ ବହୁଛି ଲୁହ।

ଜୀବନଟିଏ ଅଛି ବୋଲି ସିନା ଶବ୍ଦ ବାଣେ ହାଣି ଦିଅ।

ଖେଳନା ଖେଳନା ଖେଳଣା ଭାବି ଖେଳଣାଟିଏ ମୁଁ ନୁହେଁ।

ତଡୁଛ ଏମିତି ଜୀବନୁ ତୁମ ଯେମିତି ମୁଁ କେହି ନୁହେଁ।

ଛାତି ଚିରିଲେ ଝରିବ ରକତ ମୁଁ ଜୀବିତ ହୃଦୟଟିଏ।

ସହି ପାରିବିନି କଡା କଥାକୁ ନିର୍ଜୀବ ପଥର ନୁହେଁ।

କରି ପାରୁଛ ଏମିତି କେମିତି ଦିନେ ପାଉଥିଲ ଭଲ।

ଉଣା ହେଲା ମୋର କେଉଁ କଥାରେ ଆଜି କରି ଦେଲ ପର।


Rate this content
Log in