STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ଆଇପିଏଲ

ଆଇପିଏଲ

1 min
181

ଭାଇ ହେଲା ଭଗାରି, ଆମେ କଥା ଶୁଣି ଥିଲୁ,

ଆଇପିଏଲ ରେ ସେ ଦୃଶ୍ୟ ନିଜ ଆଖିରେ ଦେଖିଲୁ..!!


ଗୋଟେ ଦେଶର ହୋଇ ବି ଖେଳନ୍ତି ବିପକ୍ଷରେ,

ଖେଳାଳିଙ୍କ ମଧ୍ୟରେ ଉଚ୍ଚ ବାଚ ଚାଲେ କଟାକ୍ଷରେ..!


ଖେଳାଳି ଏଠି ନିଲାମ ହୁଅନ୍ତି ବାଲି ଗୋଡି ପରି,

ଦରଦାମ୍ କଟା କଟି ବସି ଏଠି କରନ୍ତି ବେପାରୀ..!!


କରୋ ନା କାଳରେ ବି ଏ ଖେଳ ବନ୍ଦ୍ ହେଲାନାହିଁ,

ଦେଶରୁ ବାହାର କରି ନେଇ ଦେଲେ ବିଦେଶେ ଖେଳାଇ..!!


ଲୋକ ବି ପାଗଳ ଏଠି ନିଜ ନିଜ ଦଳ ନେଇ,

ମାର୍ ପିଟ୍ ଚାଲେ ବେଳେ ବେଳେ

ହାର ଜିତି ନେଇ..!!


ଯେତେ ସବୁ ଟଙ୍କା ପତ୍ର ଖର୍ଚ୍ଚ ହେଉଛି ଏଥିରେ,

ମହାମାରୀ ପାଇଁ ଟିକେ ଦାନ କରି ନାହିଁ ବାରେ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍