STORYMIRROR

Santanu kumar Meher

Others

2  

Santanu kumar Meher

Others

ଆଇନାରେ

ଆଇନାରେ

1 min
794


ଦୁନିଆଁ ଜଂଜାଳେ

ସୁଖ ମିଳେ ନାହିଁ,

କୋଠାବାଢି ପରିବାର ।

ଭାଇର ସମ୍ପର୍କ

ଅଶାନ୍ତି ହୁଏ ଯେ ,

ସଭିଙ୍କ ଆପଣା ଘର ।।୧।।

ଧନ-ଜଣ-ମନ,

ସମ୍ପତି ଲୋଭରେ

ବନ୍ଦୀ ହୁଏ ଯେବେ ପରିବାର ।

ବାର୍ଦ୍ଧକ୍ୟ ବୟଷେ,

ରାଗ-କୋଧ-ମୋହ,

ମଣିଷ ଆଦରି ପର ।।୨।।

ସୁଖ ଶାନ୍ତିଲୋଡ଼ା ପୁଣି,

ଯୁଗ ଆଇନାରେ ,

ପାଦଚିହ୍ନ ପ୍ରଗତିର ।

ଅବୁଝା ମଣିଷ, ବୁଝେନି କେବେ ସେ

ନିଜ ଗର୍ବ- ଅହଂକାର ,

ମାୟା ନଗରରେ

ଆଇନା ଖୋଜୁଛି,

ହୋଇଯାଇ ସ୍ୱାର୍ଥପର ।।୩।।

*****,


Rate this content
Log in