STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଆଇନାର ଦୁଃଖ

ଆଇନାର ଦୁଃଖ

1 min
2.6K


ଆଇନାର ଦୁଃଖ 

ଆମ ଘର ପରା ""ସାହିତ୍ୟ ଘର"" ଶୁଣିଥିଲି ଏଠି ନ ଥାଏ ସ୍ଥାନ ଅହଂକାର , ଅପରିପକ୍ଵତା ଅସ୍ପୃଧ୍ହ୍ୱା ଏବଂ ଅସହିଷ୍ଣୁତାର କୁହ------------ବନ୍ଧୁ ତମେ ! ଅନ୍ଧାର ବଖରାରେ କି ଅବା କାମ ଆଇନର ଭାବିଥିଲି ଖୋଲିବି ଝରକା ଆଉ କବାଟ କିଛି ସ୍ପଷ୍ଟ ଆଲୁଅ ଏବଂ ଶୀତଳ ପବନ କୁ କରାଇବି ପ୍ରବେଶ, କିଏ ବୁଝୁଛି ଆଇନାର ଦୁଖଃ କାହାକୁ ସେ ଦେଖାଇପାରିବ ସେମାନଙ୍କ ପ୍ରତିବିମ୍ବ ତା ଠାରୁ ବେଶ ଭଲ ଭାଙ୍ଗି ଚୁର ମାର ହେଇଯାଉ ଆଇନା ର ଅସ୍ତିତ୍ଵ, ଆଇନା ର ଅଭିମାନ ନୁହେଁ ଏ ହେଉଛି ଆଇନର ଦୁଖଃ ।

@କାଶ୍ୟପ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍