ଆହା
ଆହା
1 min
1.2K
ଆହା
ସିଡ଼ି ----------------! ପାହାଚ ପାହାଚ, କାମନା ପିଶାଚ, ଗୋଟିଏ ପ୍ରଶ୍ନ ? ଅଛିଣ୍ଡା ଜ୍ୟାମିତି, ଅସନ୍ତୁଷ୍ଟ ଉପସଂହାର, ଅବିରାମ ଉଠାଣ ସଠିକ ଉତ୍ତର, ଦ୍ବିତୀୟ ପାହାଚ, ଶେଷ ପାହାଚ ----------! ବିରାଟ ଶୂନ୍ୟତା,ଘନ ଅନ୍ଧାର, ଆଉ , ଗୋଟିଏ ଶବ୍ଦ, ଆହା ! @କାଶ୍ୟପ । ସକାଳ-୧୦-୩୦, ତା-୧୨-୦୭-୧୬, ରାୟଗଡ଼ା ।