STORYMIRROR

Pinku Ranbida

Others

3  

Pinku Ranbida

Others

ଆଗ୍'ଭାରି

ଆଗ୍'ଭାରି

1 min
248


ଖପ୍'ସି ଝୁରି ଲେଖେ ଛଟ୍'କୁ ଥିସି

ଭଁଟା ଥି ପଡିକରି 

ଚହରା ଦେଇ ଚାହାଲି ହେସୁ

ଦେଖେଇ ଆଗ୍'ଭାରି ।


ନାଇଁ ଦେଖୁ କିଛି ଆକ୍'କେ ପଛ୍'କେ

କିଏଁ କାଣା କହିଦେବା 

ଆଏଖ୍ ମୁଜିକରି ସୁତୁରାଉ ଥିସୁ

ଭାଏଲ୍ ବାଜିଯିବା ।


ନିଜ୍'କେ ବଡା ଚାଲାକ୍ ଭାବ୍'ସୁ

ସବ୍'କୁ କହୁଁ ବେଡାଁ 

ପକାଲା ଡଲା ଲେଖେ ପକେଇ ହେସୁ

ଲୋକ୍ ଥିସନ୍ ଯେନ ଗୁହୁଡାଁ ।


କଲର୍ କଲର୍ ହେସୁ ସବୁବେଲେ

ଥାବେ ନାଇଁ ରହୁ ଘାଏଁ

ଜାଣା ମନ୍'କେ ଆଏଲା ପର୍'ଘାସୁ

ସେଥିର୍ ଭାବ୍ ନାଇଁ ଥାଏ ।


ପାଚେନ୍ ବାଡି ପଡ୍'ବା ଯେନ୍ ଦିନ

ତୋର୍ ଦିହେଁ ଜାନ୍'ବୁ

ଆଗ୍'ଭାରି ହେବାର୍'ଟା ଛାଡିଯିବା

ଦିହିଁକେ ସୁଆଲୁଥିବୁ ।



Rate this content
Log in