STORYMIRROR

Chittaranjan Nanda

Others Children

3  

Chittaranjan Nanda

Others Children

ଆଦିକବି ସାରଳା ଦାସ

ଆଦିକବି ସାରଳା ଦାସ

1 min
211


ଜନମି ଥିଲେ ପଞ୍ଚଦଶ ଶତାବ୍ଦୀର 

ଏକ ଶୁଭ ବେଳାରେ

ଓଡିଶାର ଜଗତସିଂହପୁର ଜିଲ୍ଲାର 

ଝଙ୍କଡ ଗ୍ରାମରେ ।


ପୁରାଣକୁ ସ୍ବତନ୍ତ୍ର ଭାବରେ ରଚିଲେ 

ଓଡିଆ ଭାଷାରେ

ସମସ୍ତେ ଜାଣିଛେ ତାଙ୍କୁ ଆଦିକବି 

ସାରଳା ଦାସ ନାମରେ ।


ସିଦ୍ଧେଶ୍ବର ପରିଡା ତାଙ୍କର ପିତୃମାତୃ 

ଦତ୍ତ ନାମ ଥିଲା

ପର୍ଶୁରାମ ପରିଡା ତାଙ୍କର ବଡଭାଇଙ୍କ 

ନାମ ଥିଲା ।


ସେତେବେଳେ ଲେଖିଲେ ତାଳପତ୍ର 

ଓ ଲେଖନୀରେ

ମହାଭାରତ ଗ୍ରନ୍ଥ ରଚନା କରି ଆାଦିକବି

ନାମକୁ ରଖିଛନ୍ତି ଯଥାର୍ଥରେ ।


Rate this content
Log in