STORYMIRROR

Dipti lekha Mishra

Others

3  

Dipti lekha Mishra

Others

ଆଦିବାସୀ

ଆଦିବାସୀ

1 min
244

ଆଦିବାସୀ ଆମେ ଆଦିବାସୀ

ଜାଣିନାହୁଁ ବେଶୀ ଭାଷାଭାଷୀ

ଅନ୍ତରୀକ୍ଷରୁ ଆସିଲ ଖସି

ତୁମକୁ ଦେଖି ଲାଗୁଛି ଖୁସି ॥


ଭୟକର ନାହିଁ ଆମ ମଶାଲକୁ

ଏ ନିଆଁ ଧରିଛୁ ଦେଖି ଅନ୍ଧାରକୁ

ଆଦିବାସୀ ଆମେ ଆଦିବାସୀ

ତୁମ ପାଇଁ ଗୌରବ ଲାଗେ ବେଶୀ ॥


ହେ ମହାକାଶଚାରୀ ଭାଇ

ତୁମକୁ କରୁଛୁ କୋଟି ସଲାମ

ତୁମ ପାଇଁ ଆମ ପ୍ରଧାନମନ୍ତ୍ରୀଙ୍କ

ବିଚାରକୁ ମଧ୍ଯ ଆମ ପ୍ରଣାମ ॥


ଭାରତ ହେବଯେ ବିଶ୍ବରେ ଚତୁର୍ଥ

ଦୁଇ ହଜାର ବାଇଶି ଅପେକ୍ଷା ମାତ୍ର

ତୁମ ପରି ବୀରମାନଙ୍କ ଲାଗି

ଭାରତ ସାଜିବ ମହାନ ମିତ୍ର ॥


Rate this content
Log in