Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଆଦି ବ୍ରହ୍ମ ଯୋଗମାୟା । କାଶ୍ୟପ ।

ଆଦି ବ୍ରହ୍ମ ଯୋଗମାୟା । କାଶ୍ୟପ ।

1 min
6.8K


  • ଶୂନ୍ୟ ଆକାଶରେ ଝୁଲୁଛି ତୃଶଙ୍କୁ ଭଳି ଆଜିର ଯାନ୍ତ୍ରିକ ଜୀବନ ନେଇ ମନେ ଅଭିଳାଷ ସହ ଶରୀରେ ଯିବାକୁ କୋଇଲି ବୈକୁଣ୍ଠ,। (୧)

    କିଛି ପ୍ରିତିର ପରଶ , ଭାବର ବନ୍ଧନ ତ ଅନେକ ଲାଗୁଛି ଖାଲି ବଞ୍ଚି ଚାଲିବା ଏକ ନାଟକ, କିଛି ଛାଡି ଯିବା,,କିଛି ବାଣ୍ଟି ଯିବା କିଛି ସ୍ମୃତି ରେ ବଞ୍ଚି ରହିବା ଯଦି ଜୀବନର ପରିଭାଷା , କିଏ ! ଅଟକାଉଛି ଖୋଜିବାକୁ, ଜନ୍ମ ,ଦୁଃଖ,ଜରା, ମୃତ୍ୟୁବିହୀନ,ମୋକ୍ଷ ଆଉ ସ୍ବର୍ଗଦ୍ବାର । (୨)

    ଜଠର ଯାହାର ରକ୍ତ ବୀର୍ଯ୍ୟରେ ସୃଷ୍ଟି ପ୍ରକୃତି ଆଉ ପୁରୁଷ ଯାହାର ମାୟା ଈଶ୍ୱରଙ୍କୁବି ଅଗୋଚର, କିଏ ? ସେ ,ନାରୀ, ଭଗ୍ନି,ଦୁହିତା,ଶଯ୍ୟାସଙ୍ଗିନୀ, ପତ୍ନୀ, ମାତା ମମତାମୟୀ, ମାୟା ଅବା ଯୋଗମାୟା, ରତିପ୍ରିୟାଉର୍ବଶୀ ବିଶ୍ଵାମିତ୍ରଙ୍କ ତୋପୋକଳ୍ପ ମେନକା, ସୃଷ୍ଠି ହେବ କି ? ଆଧୁନିକ ଶକୁନ୍ତଳା, ରଚିତ ହେବ କି ? ଅଭିନବ ମହାଭାରତ ଅନ୍ୟ ଏକ ଯୁଗଉପଯୋଗୀ ଧର୍ମୀ ଗୀତା ସାର କିଏ ? ସେ ପ୍ରକୃତି ,ସୃଷ୍ଟିର ଜଠର , କିଏ ? ସେ ମମତାମୟୀ ନୂତନ ସୃଷ୍ଟିର ଆଧାର ଆଦି ବ୍ରହ୍ମ ଯୋଗମାୟା । (୩)

    ରାମ ପ୍ରସାଦ ବିଶୋଇ । ତା-୦୮-୦୬-୧୬, ସମୟ-ସକାଳ-୮-୧୨ମିନିଟ , ରାୟଗଡ଼ା ।

     
     
 
 


Rate this content
Log in