STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଆଦି ଅନନ୍ତ ଖେଳର ଉପପାଦ୍ୟ !

ଆଦି ଅନନ୍ତ ଖେଳର ଉପପାଦ୍ୟ !

1 min
2.1K


ଆଦି ଅନନ୍ତ ଖେଳର ଉପପାଦ୍ୟ !

ଓଡିଶୀ ର ଛନ୍ଦ, ରସ ରାସ ପ୍ରକୂତି ପୁରୁଷଙ୍କ ରୁଦ୍ର ଶୃଙ୍ଗାର ସୃଷ୍ଠି ସର୍ଜନା ର ଆଧାର, ପ୍ରକୃତିର ଅନାମିକା ଆଙ୍ଗୁଳି ନିର୍ଦ୍ଧେଶ କରୁଛି ମୁଦ୍ରା ଛନ୍ଦେ, ଦେଖ ତୁ ଉର୍ଧଗାମୀ ପୁରୁଷ ମତେ ମୋ ବିନା ତୋ ଅସ୍ତିତ୍ଵହୀନ, ମୁଁ ସୃଷ୍ଠି ତୁ ସର୍ଜନା ଆମ ମିଳନ ପବିତ୍ର ଆତ୍ମ ବନ୍ଧନ ତୋ ସାଥେ ମୁଁ ଅଛିତ ଅଛି ତୋ ପୂର୍ଣ୍ଣତା ସେଥି ପାଇଁ ମୁଁ ପ୍ରକୃତି ଆଦି ଆରମ୍ଭ ତମେ ପୁରୁଷ ପରମେଶ୍ବର ଆମ ଦାମ୍ପତ୍ୟ ସଂସାରର ଉପପାଦ୍ୟ, ନୃତ୍ୟେ ରୁଦ୍ର ଶୃଙ୍ଗାର ରୂପେ ଅର୍ଦ୍ଧନାରୀଶ୍ଵର ଓଡିଶୀ ଛନ୍ଦେ ରୁଦ୍ର ତାଣ୍ଡବ ସୃଷ୍ଠି ସର୍ଜନାର ଆଦି ଅନନ୍ତ ଖେଳର ଉପପାଦ୍ୟ ।

ରାମ ପ୍ରସାଦ ବିଶୋଇ । (କାଶ୍ୟପ), ରାୟଗଡ଼ା । ଅନ୍ନ ଫ୍ଲାଇଟ -୬୨୭ Vishakhapatnam


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍