Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Others

3  

PUSPALATA SAHOO

Others

ଆଧୁନିକତା

ଆଧୁନିକତା

1 min
240


ବଦଳିଛି ଏବେ ମଣିଷ ଜୀବନ 

ଏକବିନ୍ସ ଶତାବ୍ଦୀରେ ପାଦ ରଖି 

ଭୁଲି ଯାଇଛି ସେ ସଭ୍ୟତା ଓ ସଂସ୍କୃତି ॥

ଚାଲି, ଚଳଣି, ବେଶ ଭୁଷା 

ପଡୋଶୀର ଥଟ୍ଟା ମଜା 

ସାଙ୍ଗ ସାଥିର ଆସର 

ଗାଁ ଭାଗବତ ଟୁଙ୍ଗି 

ସବୁ ଆଜି ସାତ ସପନ.... ॥

ଆଧୁନିକତାର ଦ୍ୱାହି ଦେଇ 

ସେ ଆଗକୁ ଆଗକୁ 

ମାଡି ଚାଲିଛି 

ସବୁ ଭିତରେ 

ନିଜକୁ ଖୋଜି ବାକୁ 

ପ୍ରତିଯୋଗିତା ଦୌଡ଼ରେ ଧାଵମାନ ମଣିଷ... ॥

କଣ ପାଇଛି....... 

କଣ ହରେଇଛି.... 

ଏ ସବୁର ହିସାବ କରିବାକୁ 

ତା ପାଖରେ ସମୟର ଅଭାବ 

ଆଧୁନିକତା ଆଜି ଦୁରେଇ ଦେଇଛି 

ମଣିଷକୁ ତା ଠାରୁ ସାଙ୍ଗ ସାଥି 

ପରିବାର ଆଉ ତା 

ଭିତରେ ଥିବା ଭଲ ପାଇବା.... ॥


Rate this content
Log in