STORYMIRROR

Sudipta Kumar Panda

Others

3  

Sudipta Kumar Panda

Others

ଆଧୁନିକତା

ଆଧୁନିକତା

1 min
147

ତୁମର କଥାବାର୍ତ୍ତା

ସାଜସଜ୍ଜା, ସୁଖ ଇତ୍ୟାଦି

ଯଦି କାହାକୁ ଭଲ ନ ଲାଗିଲା 

ତା' ହେଲେ ମାନିନିଅ ଆଧୁନିକତା ତୁମକୁ ଗ୍ରାସ କରିଛି ।


ଚିଠିରେ ପ୍ରେମର ପ୍ରମାଣ ଦେଇ ସୁଦ୍ଧା

ମୋବାଇଲରେ ପ୍ରେମ ନିବେଦନ କରିବାକୁ

ଆଧୁନିକ ପ୍ରେମ କୁହାଗଲେ କଅଣ ପ୍ରେମର ସଂଜ୍ଞା

ଆଧୁନିକତାର ଛାପରେ ବଦଳି ଯିବ ?. . .


ମାଆ ବାପାଙ୍କୁ ଛାଡ଼ି

ବ୍ୟକ୍ତିଗତ କୋଠରୀରେ

କାହା ସାଙ୍ଗରେ ଆଳାପ ଆଲୋଚନାରେ ପ୍ରବୃତ୍ତ ଅନଲାଇନରେ

ଏହା କଅଣ ଆଧୁନିକତାର ସମ୍ପର୍କ !



Rate this content
Log in