STORYMIRROR

mir mustakim alli

Others

2  

mir mustakim alli

Others

ଆଧୁନିକରଣ

ଆଧୁନିକରଣ

1 min
129

ବଦଳିଛି ଦୁନିଆ ଗାଁ,ସହର,ମନୁଷ୍ୟ

ବଦଳିଛି ଅତୀତ ବର୍ତମାନ ଭବିଷ୍ୟ ।

ବଦଳିଛି ବ୍ୟବହାର ଦେଶ ପ୍ରୀତି ଅଶେଷ,

ବଦଳିଛି ପବନ ଜଳ ସ୍ଥଳ ଆକାଶ ।

କଲ୍ପନା ସହ କରନ। ତୁଳନା

ହୋଇଛି ସବୁ କମ୍ପୁଟେରୀକରଣ,

ଦିନ ବର୍ଷ ମାସ ଗଣନା

କାହାମନେ ଆଉ ନାହି ଭ୍ରାନ୍ତିଧାରଣା।

ଦରକାର ନୁହେ ବିବାହ ବନ୍ଧନ

ମାସ ମାସ ଗର୍ଭଧାରଣ,

ଆଧୁନିକ ଏ ଯୁଗ ଆମର ଯନ୍ତ୍ରକୁ କର ସ୍ମରଣ ।

ଏଠି କି ଯୁବକ ଯୁବତୀ ସବୁତ ଅଧୁନାକରଣ,

ଟଙ୍କା ମିଳିଗଲେ ଯେମିତି ହେଉ

କରିଦିଅ ତାକୁ ଭରଣ ।

କି ଲଜ୍ଜାବୋଧ ଏ ଆଧୁନିକ ଯୁଗ

ନାରୀ ଖୋଲିଦିଏ ବକ୍ଷଜ,

ପୁରୁଷ ଦେହରେ ଜାଗେ ଶିହରଣ

ଏହିତ ଆଧୁନିକରଣ ।


Rate this content
Log in