STORYMIRROR

Akhilesh Bishi

Others

3  

Akhilesh Bishi

Others

ଆଧୁନିକ ମୋବାଇଲ ଯୁଗ

ଆଧୁନିକ ମୋବାଇଲ ଯୁଗ

1 min
149

ଜଣେ ବାଟୋଇ ଆସି ପଚାରିଲେ ମୋତେ  

ହରି ବାବୁଙ୍କ ଘର ଆଉ ଦୂର କେତେ 

ମୁଁ କହିଲି ଦେଖିନିଅନ୍ତୁ ମ୍ୟାପ 

ମୋବାଇଲରେ କରି ଟ୍ୟାପ 

ସେ ଦେଖିଲେ ମୋତେ ଆଶ୍ଚର୍ଯ୍ୟ ହୋଇ 

କହିଲେ କଣ କହିଲୁ ଛୋଟ ଭାଇ 

ତାଙ୍କ ଉଜ୍ଜ୍ୱଳମୟୀ ଆଖିକୁ ଦେଖି 

ମୁଁ ବୁଝିଲି ତାଙ୍କର ଚାଖି 

ସେ ପୁଣି ପଚାରିଲେ ମୁଁ କେମିତି ଯିବି ହେଲାଣି ସଞ୍ଜ କାଳ 

ମୁଁ କହିଲି କରି ନିଅନ୍ତୁ ମୋବାଇଲରେ କଲ 

ମୁଁ ସେତେବେଳେ ଖେଳୁ ଥିଲି ପବ୍ ଜି 

ଆଉ ଜଣେ ବ୍ୟକ୍ତି ଆସି କହିଲେ କ୍ୟା କର୍ ରହେ ହୋ ଜି 

ମୁଁ କହିଲି ଖେଳୁଛି ମୋବାଇଲ ଡିଜିଟାଲ ଗେମ୍ 

ସେ କହିଲେ ତମେ କାହିଁକି କରୁଛ ବର୍ବାଦ ଟାଇମ୍ 

ଏ ମୋବାଇଲ କରିଛି ମନୁଷ୍ୟକୁ ପାଗଳ 

ଏହି ମୋବାଇଲ ପାଇଁ ଲୋକ ହେବେ ଭବିଷ୍ୟତରେ କଲବଲ 

ଆସ ସମସ୍ତେ ଏକଜୁଟ ହେବା 

ଏଇ ଯୁବ ପିଢ଼ିକୁ ମୋବାଇଲରୁ ବଞ୍ଚିତ କରିବା!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍