Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Abstract

3  

Jagannath Das

Abstract

ଆବୃତ୍ତି

ଆବୃତ୍ତି

1 min
181


କବିତା ଲେଖିବାଠୁଁ ବଳି 

ଅତିବ ଆନନ୍ଦ,

ଦୁନିଆରେ କିଛି ନାହିଁ..

ମୁ ଭାବୁଛି

ତା ଠାରୁ "ଆବୃତ୍ତି" ଲାଗଇ

ଅତୀବ ମଧୁର,

ଶୀଘ୍ର ବୁଝା ପଡଇ l1

ଆବୃତ୍ତି ବିନା କବିତା

ଅତିବ ଲାଗଇ ପିତା

ଦେଖିବା ଓ ପଢିବାକୁ ମନ ହବନି..

ବୁଝିବା, ବୁଝେଇବା ଦୁରେ ଯାଏ ରହି

ନାଁକବିତା ନାଁ "ଆବୃତ୍ତି"

କିଛି ବୁଝା ପଡେନି l2

ପାପ ପୁଣ୍ୟ, ସତ୍ୟ ମିଥ୍ୟା ଓ

ଧର୍ମ ଅଧର୍ମ, ନୀତି ଅନୀତି

କବିତା ହୃଦୟେ ସବୁ ଅଛି

ଭାବ କୁ ଭାବରେ ଭାବିତ କର

"ଆବୃତ୍ତି" ନଥିଲେ ନାହିଁତ କିଛି ll3


Rate this content
Log in