STORYMIRROR

BANITA SAHU

Others

3  

BANITA SAHU

Others

୨୦୧୯

୨୦୧୯

1 min
478

୨୦୧୯ ଆଣିଦେଲା ନୂଆ ଆଶା

ମନରେ ଭରିଦେଲା ଅକୁହା ଗାଥା ।

କେତେ ଖୁସି ପୁଣି କେତେ ପ୍ରେମ

ସାଉଁଟି ଆଣିଲା ନୂଆ ନୂଆ ସ୍ବପ୍ନ

ଏହି ବରଷଟି ଖୁସିରେ ଗଲା ବିତି

ସମସ୍ତଙ୍କ ମନେ ଭରିଦେଲା ପ୍ରୀତି ।

ଦେଖୁ ଦେଖୁ ଚାଲିଯାଉଛି ୨୦୧୯ 

ଭୂଲି ପାରୁନାହିଁ ବିତିଯାଇ ଥିବା ସ୍ମୃତି

ପୁଷ୍ପ ଭରିଦେଲ ମୋ ଜୀବନରେ

ବିଦାୟ ବେଳାରେ i miss u କହିବି ଥରେ ।


Rate this content
Log in