Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Dilip Kumar Tripathy  

I am an writer in odia language i have published one poetry book under "Paschima Publication" .My book name is "ତମେ ଯଦି ହେଇଥା'ନ୍ତ ମୋର" .

"Literary Colonel"


ପ୍ରେମାନଳ

Others

ସୃଷ୍ଟି ହେଉଥିବା କୁତ୍ରିମ ଝର , ଟୋପିଟୋପି ବର୍ଷା ବୁନ୍ଦାରେ ଅବ୍ୟବସ୍ଥିତ ଅଳତା ଗାର



1    82 2

ପୁଣି ବର୍ଷା

Others

ଆଉ ପଛେଇ ପଛେଇ ଚାଲନି, ଏବେ ପଛ କରି ଦୌଡି ପାର !



1    5 0

ଆ-କା-ମା-ବୈ

Inspirational Others

ନିଏ ତ’ ଟିକେ ଜୀବନର ସ୍ବାଦ ଦୂର ହେଉ ଅଯଥା ପ୍ରମାଦ ଆଉ କିଛି ହେଉ କି ନହେଉ ହେ ମହାବାହୁ, ଆତ୍ମା ମୋର ଶାନ୍ତି ତ’ ପାଉ !



1    96 3

'ଲକି'ନାଁରେ ସବୁଝିଅ ଲକି ନୁହଁନ୍ତି

Romance Tragedy

ଶୁଣ ! ତମେ ଏଥର ଯାଅ ନହେଲେ , ତମେ ନପଚାରିଲେ କାଳେ ମୁଁ କହିଦେବି ‘ଲକି’ ନାଁ ରେ ସବୁ ଝିଅ ଲକି ନୁହନ୍ତି ମ’ !!!



1    51 4

ଚନ୍ଦ୍ରକାନ୍ତା

Romance Others

ଆଉ କାହା ପାଇଁ ନୀଳକନ୍ୟା କାହା ପାଇଁ ବୀରାଙ୍ଗନା ,କାହା ପାଇଁ ସତୀ କାହାର ମାତା ତ କାହାର ବନିତା କିନ୍ତୁ,ମୁଁ କହେ ‘ଚନ୍ଦ୍ରକାନ୍ତା’ ।



1    232 45

ଚନ୍ଦ୍ରକାନ୍ତା

Romance

ସେ, ହସିଦେଲେ କଡ ଲେଉଟାଏ ରାତି...



1    6.6K 3

ନିଶ୍ଚନ୍ଦ୍ର ଆକାଶ ଆଉ ‘ଲିଲି ପାଢି’

Inspirational

ସେ କିନ୍ତୁ ଦେଖିପାରେ, ଶୁଣିପାରେ... ଗାଧୁଆଘର ଟ୍ୟାପ୍ ଖୋଲି ଢାଳି ପକାଏଗଲା କାଲି ରାତିର ସାଇତା ନିଦ...



1    7.0K 8

ଜୀବନ ଟା ବୋଧେ ଏମିତି

Inspirational

ଯିଏ ଯାହା ଭାବୁ ପଛେ ଜିଇଁବାକୁ ଇଚ୍ଛା ହବ ସେଇ ଗୋଟିଏ ଦିନକୁ ଅପେକ୍ଷା କରି ।



1    6.6K 8

ମୃତ୍ୟୁର ଉପସ୍ଥିତି

Abstract Inspirational

ସବୁ ଇଚ୍ଛାର ନିଃଶେଷ ପରିତାପର ପରିସମାପ୍ତି



1    6.8K 2

ଜୀବନଟା ବୋଧେ ଏମିତି !

Abstract Inspirational

ମୋର ବିଶ୍ୱାସ ଆସୁନଥିବ ହେଲେ , ଇଚ୍ଛା ହବ ଦେଖିବାକୁ ରାସ୍ତା ଆଡେ ଝର୍କା ଫାଙ୍କରୁ ।



1    1.1K 2