I am an writer in odia language i have published one poetry book under "Paschima Publication" .My book name is "ତମେ ଯଦି ହେଇଥା'ନ୍ତ ମୋର" .
ସୃଷ୍ଟି ହେଉଥିବା କୁତ୍ରିମ ଝର , ଟୋପିଟୋପି ବର୍ଷା ବୁନ୍ଦାରେ ଅବ୍ୟବସ୍ଥିତ ଅଳତା ଗାର ସୃଷ୍ଟି ହେଉଥିବା କୁତ୍ରିମ ଝର , ଟୋପିଟୋପି ବର୍ଷା ବୁନ୍ଦାରେ ଅବ୍ୟବସ୍ଥିତ ଅଳତା ଗାର
ଆଉ ପଛେଇ ପଛେଇ ଚାଲନି, ଏବେ ପଛ କରି ଦୌଡି ପାର ! ଆଉ ପଛେଇ ପଛେଇ ଚାଲନି, ଏବେ ପଛ କରି ଦୌଡି ପାର !
ନିଏ ତ’ ଟିକେ ଜୀବନର ସ୍ବାଦ ଦୂର ହେଉ ଅଯଥା ପ୍ରମାଦ ଆଉ କିଛି ହେଉ କି ନହେଉ ହେ ମହାବାହୁ, ଆତ୍ମା ମୋର ଶାନ୍ତି ତ’ ପ... ନିଏ ତ’ ଟିକେ ଜୀବନର ସ୍ବାଦ ଦୂର ହେଉ ଅଯଥା ପ୍ରମାଦ ଆଉ କିଛି ହେଉ କି ନହେଉ ହେ ମହାବାହୁ, ଆ...
ଶୁଣ ! ତମେ ଏଥର ଯାଅ ନହେଲେ , ତମେ ନପଚାରିଲେ କାଳେ ମୁଁ କହିଦେବି ‘ଲକି’ ନାଁ ରେ ସବୁ ଝିଅ ଲକି ନୁହନ୍ତି ମ’ !!! ଶୁଣ ! ତମେ ଏଥର ଯାଅ ନହେଲେ , ତମେ ନପଚାରିଲେ କାଳେ ମୁଁ କହିଦେବି ‘ଲକି’ ନାଁ ରେ ସବୁ ଝିଅ ଲ...
ଆଉ କାହା ପାଇଁ ନୀଳକନ୍ୟା କାହା ପାଇଁ ବୀରାଙ୍ଗନା ,କାହା ପାଇଁ ସତୀ କାହାର ମାତା ତ କାହାର ବନିତା କିନ୍ତୁ,ମୁଁ କହେ ... ଆଉ କାହା ପାଇଁ ନୀଳକନ୍ୟା କାହା ପାଇଁ ବୀରାଙ୍ଗନା ,କାହା ପାଇଁ ସତୀ କାହାର ମାତା ତ କାହାର ବନ...
ସେ, ହସିଦେଲେ କଡ ଲେଉଟାଏ ରାତି... ସେ, ହସିଦେଲେ କଡ ଲେଉଟାଏ ରାତି...
ସେ କିନ୍ତୁ ଦେଖିପାରେ, ଶୁଣିପାରେ... ଗାଧୁଆଘର ଟ୍ୟାପ୍ ଖୋଲି ଢାଳି ପକାଏଗଲା କାଲି ରାତିର ସାଇତା ନିଦ... ସେ କିନ୍ତୁ ଦେଖିପାରେ, ଶୁଣିପାରେ... ଗାଧୁଆଘର ଟ୍ୟାପ୍ ଖୋଲି ଢାଳି ପକାଏଗଲା କାଲି ରାତିର ସାଇତ...
ଯିଏ ଯାହା ଭାବୁ ପଛେ ଜିଇଁବାକୁ ଇଚ୍ଛା ହବ ସେଇ ଗୋଟିଏ ଦିନକୁ ଅପେକ୍ଷା କରି । ଯିଏ ଯାହା ଭାବୁ ପଛେ ଜିଇଁବାକୁ ଇଚ୍ଛା ହବ ସେଇ ଗୋଟିଏ ଦିନକୁ ଅପେକ୍ଷା କରି ।
ସବୁ ଇଚ୍ଛାର ନିଃଶେଷ ପରିତାପର ପରିସମାପ୍ତି ସବୁ ଇଚ୍ଛାର ନିଃଶେଷ ପରିତାପର ପରିସମାପ୍ତି
ମୋର ବିଶ୍ୱାସ ଆସୁନଥିବ ହେଲେ , ଇଚ୍ଛା ହବ ଦେଖିବାକୁ ରାସ୍ତା ଆଡେ ଝର୍କା ଫାଙ୍କରୁ । ମୋର ବିଶ୍ୱାସ ଆସୁନଥିବ ହେଲେ , ଇଚ୍ଛା ହବ ଦେଖିବାକୁ ରାସ୍ତା ଆଡେ ଝର୍କା ଫାଙ୍କରୁ ।