I'm Saphala and I love to read StoryMirror contents.
ତୁମେ ଥରେ ଲେଖନ୍ତକି ? ମୋ ପାଇଁ ଟି କବିତା ସେକବିତା ହଜାଇବ ମୋ ମନର ବ୍ୟଥା ।। ତୁମେ ଥରେ ଲେଖନ୍ତକି ? ମୋ ପାଇଁ ଟି କବିତା ସେକବିତା ହଜାଇବ ମୋ ମନର ବ୍ୟଥା ।।
କିଛି ଲୁଚାଇବିନି ତୁମକୁ କିଛି ଲୁଚାଇବିନି ତୁମକୁ
ଆଡ କରି ଚାଲିଗଲ ସମୟ ଆଳରେ ଗୋଡଦିଟାରେ କୁଦି ଦେଇ ଫିଙ୍ଗି ଦେଲି ସେ ରଂଗକୁ । ଆଡ କରି ଚାଲିଗଲ ସମୟ ଆଳରେ ଗୋଡଦିଟାରେ କୁଦି ଦେଇ ଫିଙ୍ଗି ଦେଲି ସେ ରଂଗକୁ ।
ତୁମକୁ କିଛି ଲୁଚାଇବିନି ତୁମକୁ କିଛି ଲୁଚାଇବିନି
ତମେ ଆସିଥିଲ କି ନାହିଁ ସେକଥା ଜାଣିନି ହେଲେ କବାଟର ଠକ୍ ଠକ୍ ଶବ୍ଦରେ ବଢୁଥିଲା କ୍ଷୁଧା ତମେ ଆସିଥିଲ କି ନାହିଁ ସେକଥା ଜାଣିନି ହେଲେ କବାଟର ଠକ୍ ଠକ୍ ଶବ୍ଦରେ ବଢୁଥିଲା କ୍ଷୁ...
ମୁଁ କିଛି ଲୁଚାଇବିନି ତୁମକୁ ମୁଁ କିଛି ଲୁଚାଇବିନି ତୁମକୁ
ସୌନ୍ଦର୍ଯ୍ୟର ପାଚେରୀ କରି ବିନା ସ୍ପର୍ଶରେ ଶୁଣୁଥାଏ ଭ୍ରମର ଗୁଞ୍ଜନେ ସୌନ୍ଦର୍ଯ୍ୟର ପାଚେରୀ କରି ବିନା ସ୍ପର୍ଶରେ ଶୁଣୁଥାଏ ଭ୍ରମର ଗୁଞ୍ଜନେ
ତୁମ ବଂଶୀ ସ୍ୱନ କିମିଆ କରେ ପାଦର ନୁପୁର ରଖି ନପାରେ। ଗୁନ୍ଥିଚି ଗଜରା ମଲ୍ଲୀମାଳାଟି ଗଳେ ଲମ୍ବାଇବି ଆ... ତୁମ ବଂଶୀ ସ୍ୱନ କିମିଆ କରେ ପାଦର ନୁପୁର ରଖି ନପାରେ। ଗୁନ୍ଥିଚି ଗଜରା ମଲ୍ଲୀମାଳାଟ...