Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Prakash Ranjan Parida

Prakash Ranjan Parida is a poet, writer and author of the poem collection "Swapnavanga". With over a decade writing literary pieces for the local paper, journals. Prakash has a uniquely wry voice that shines through in his newest poems and stories. Prakash is a journalist and has spent over a decade to social service through meditation, de-addiction and plantation. read more

  Literary Colonel

ଚାଲ୍‌ ଗୋଟେ ଖେଳ ଖେଳିବା

Others

ଆକାଶର ମତୁଆଲା ଛାତିରେ ଟିକେ ଆଗରୁ ଉଡୁଥିବା ଅଜଣା ପକ୍ଷୀ ବୋଧେ ଫେରିଯାଇଛି ବସାକୁ, ହେଲେ ମୁକୁଳି ପାରୁନି ପ...

1    114 4

ଅସ୍ତରାଗ

Tragedy

କଳଙ୍କ ପୁରୁଣା ହେବା ପରେ ଧୋଇଗଲା ନ୍ୟାୟର ରଙ୍ଗ, ଚନ୍ଦନ ପ୍ରଲେପରେ ଲୁଚିଲା କଳଙ୍କ ମଦମତ୍ତ ନରରାକ୍ଷସଙ୍କ ଭୋଗରେ

1    72 1

ଆଶ୍ୱାସନା

Tragedy

ସବୁଜିମାର ଐଶ୍ୱର୍ଯ୍ୟ ଅଜାଡିବା ପାଇଁ, ବାସ୍ ତୁମେ ଫେରିବ ସାଧବ ବୋହୁ ପରି...।

1    208 10

ସ୍ୱପ୍ନଭଙ୍ଗ

Inspirational Others

ପାପର ରଙ୍ଗୀନ ମାୟାରେ ତା'ର କଣ୍ଠସ୍ୱର ଶୁଭୁଥିଲା ବିଳାପର ଧ୍ୱନିପରି; ପୁରୁଣା ପରିଚୟଟେ ବେଢ଼ିଥିଲା ତା'ର ତମାମ୍ ଦେହ ...

1    4.7K 4

ପ୍ରତିଶୋଧ

Others

ଜଳି ଜଳି ତୋ'ଠୁ ଜାଣିଛି ଜଟିଳ ଜୀବନଚକ୍ର ଶିଖିଛି... ଲୋଭରୁ ଲାଭ, ଲାଭରୁ ସୁଖ, ସୁଖରୁ ପାପ ପାପରୁ ମନ୍ଦିର ପୁଣି ମ...

1    1.1K 7

ସ୍ମୃତିରେ ଫୁଲସଞ୍ଜ

Romance

ଦରସୁଆ ମୋ ଦେହ ପରେ ଆଉଜି ଦି’ପାପୁଲିରେ ମୁହଁକୁ ତୋଳି, ମଥାରେ ଗହୀର ଚୁମାଟେ ଦେଇ ପଚାରିଲ

1    6.8K 5

ନଷ୍ଟନୈପଦୀ

Tragedy

କିନ୍ତୁ ତୁମ ଶାସନ ଓ ସେବାର ଶଠତାକୁ ବୁଢି ନେଇଛି ତା'ର ନିରିହ ଦୁଇଟି ଆଖି, ବିଶଅବାସ ହରାଇଲା ବୋଲି ତ' ଝିଅକୁ ବୁଝା...

1    7.0K 5

ଘର

Inspirational

ଅନ୍ତତଃ ନଥିବା ଘରକୁ ଖୋଜୁ ଖୋଜୁ ସଭିଏଁ ଭାବିବେ ଦିନେ ଏଇଠି ଥିଲା ଆମ ଘର ଆମେ ସବୁ ଗୋଟିଏ ଘରର ମଣିଷ ଽ

1    13.4K 10

ଏଲିଜି

Others

ଯିଏ କେମିତି ଜାଣିବ ତା’ର ଚେନାଏ ହସରେ ରଙ୍ଗୀନ ହେଉଥିଲା ନର୍ଲାର ଆକାଶ

1    6.7K 3

ମୁହଁ ବନ୍ଦ

Fantasy Others

ଅଭାଗିନୀଙ୍କୁ କିଏ ଦେଲା ଅଭିଯୋଗ କରିବାର ଅଧିକାର, ଖୋଲିଲେ ମୁହଁ…… ଗ୍ରହଣ କର ସନ୍ଧି ପ୍ରସ୍ତାବ…..ନଚେତ୍…….. ମୁହଁ...

1    6.8K 7

ବାପା

Others

ଜାଣିଛି ! ଦାଣ୍ଡଘରେ ବସି ପଢୁଥିବେ ପୁରାଣ, ବେଦ କାରଣ ସେ ପରା ମୋ'ର ମଥା ଉପରର ଛାତ ସବୁ ଅଧୁରା କାହାଣୀର ଏକମାତ୍ର ...

1    13.3K 5

ପ୍ରତିଶୋଧ

Others

ଏବେ ଏବେ ମୁଁ ତୋ ର ପ୍ରିୟ ଅସ୍ତ୍ର ସୁଖର ଆୟୁଧ...... ଜଳି ଜଳି ତୋ'ଠୁ ଜାଣିଛି ଜଟିଳ ଜୀବନଚକ୍ର ଶିଖିଛି... ଲୋଭରୁ ...

1    6.6K 3

ସୁସ୍ୱାଗତମ୍

Others

ତୁମ ଉପସ୍ଥିତିରେ ଜହ୍ନଁ ଉଉଁଥିଲା ଯଥେଷ୍ଟ ସଅଳ ଖାଲି ତୁମକୁ ଶେଫାଳୀର ଗନ୍ଧ ଭଲଲାଗେ ବୋଲି,

1    14.6K 6

ସମୟ ସାମ୍ନାରେ ମୁଁ

Inspirational Others

ଦିଶୁଥିବା ଦୁନିଆ ଅବାନ୍ତର ଲାଗେ ପୁଣି ଆଖି ବୁଜି ଦେଲେ ଛାତି ତଳେ କ'ଣ ଗୋଟେ ଭାଂଗିଯିବାର ତୀବ୍ର ଅନୁଭବରେ ମୁଁ ଆଖି ...

1    13.4K 8

ପ୍ରିୟ ସଖୀ

Others Tragedy

ସକାଳକୁ ଅପେକ୍ଷା କରିବାର ଧୈର୍ଯ୍ୟ ଓ ସାହସ , ତୁମେ ନାହଁ ଦେଖିବାକୁ ଆଜିକାଲି ମୁଁ କେମିତି ଜୀଏଁ ଏକ ନିସଂଗ ଜୀବନ ।।

1    6.1K 4

ପ୍ରିୟ ବାନ୍ଧବୀ ଓ ଚକ୍ଲେଟ

Romance

କ'ଣ ଥାଇପାରେ ଫୁଲ କି ଚିଠି, ଆତୁର ହେଲି ମୁଁ – ଦେଖିବା ବେଳକୁ ହାୟ..

1    7.3K 12

ତୁ ଥିଲେ ଦେଖି ଥାଆନ୍ତୁ

Others

ପିଲା ଦିନେ ମତେ ଛୁଁ' ଖେଳରେ ହାରିଯିବା ବେଳେ ତୁ' ଯେମିତି ଲୁଚୁଥିଲୁ ଆଜି ସେମିତି ଲୁଚି ଯାଇଛୁ ଯେ- ତତେ ଖୋଜି ଖୋଜ...

1    6.6K 3

ପଥହୁଡ଼ା

Others

ଘାସ ମଂଜି ବୁଣା ଯିବା ପରେପରେ ବନ୍ଧ୍ୟା ପାଲଟିବ ମାଟି, ଅସରାଏ ବର୍ଷାକୁ ଅପେକ୍ଷା କରି କରି ମାଟିରେ ମିଳେଇ ଯିବ ନବଜ...

1    6.7K 6

ଜୀବନ

Others

ଗୋଟାଏ ସୁବଣ୍ଣ ସିଂହାସନର ନିରବ ନିମନ୍ତ୍ରଣରେ ସବୁଥର ରକ୍ତାକ୍ତ ହେଉଥାଏ ପାଦ ତଥାପି ତୁଟେନା ମୋହ, ହଜାର ସ୍ୱପ୍ନଭଂଗ...

1    7.0K 6

ନୀଳପରୀ

Others

ମୁଁ କି ଜାଣିଥିଲି ବାନ୍ଧିରଖିଲେ ବି ତୁ ମୋର ହେବୁନି ବୋଲି ।

1    7.0K 6

ମୂର୍ଚ୍ଛନା

Others

କିଛି ସ୍ୱପ୍ନ ହଜିଯାଏ କିଛି ମନ ଭାଂଗିଯାଏ ତଥାପି ଆଖିରେ ସ୍ୱପ୍ନ ଭରେ ମନ ପୁଣି ଖୋଜି ହୁଏ ମନ ଟିଏ,

1    7.0K 6

ହାୟ

Others

ଏମିତି ମାଟିରେ ମିଶି ମାଟି ହୋଇଯିବ, ହଜାର ଘର ନଥିବା ମଣିଷଂକ ମେଳରେ କୋଉ ମିଶି ପାରିବି ଯେ ?

1    6.8K 8

ଦୂରନ୍ତ ସ୍ୱପ୍ନ

Inspirational Others

ସ୍ୱପ୍ନ ସବୁ ଅଦୃଶ୍ୟ ହୁଏ, ସେହି ମୁହୂର୍ତ୍ତରେ ପାଦ ତଳ ମାଟିରୁ ଆବିଷ୍କାର କରେ କେଉଁ ଯୁଗରୁ ବଂଚିଥିବା ଘାସ ଚେର ଟିଏ...

1    6.9K 2

ଫେରେ ଆଜି ଅମୃତ ସନ୍ତାନ

Others

ଗାଁ ମାଟି, ବଣ, ଝରଣାର ମୂଲକ ମନ୍ଦ ମଳୟ, ଆମ୍ବ ବଉଳର ବାସ

1    13.2K 5

ଛାଇ

Tragedy

କେତେବେଳେ କେତେ ଛାଇ ପଡେ ମନର ଚହଲା ପାଣିରେ ଛାଇକୁ ନେଇ କିନ୍ତୁ ସ୍ୱପ୍ନ ଦେଖିଲେ ସ୍ୱପ୍ନ ଭାଂଗିଯାଏ ଜୀବନ ଲହୁଲୁହା...

1    7.1K 4

ଅତୀତ

Others

ଏବେ ତ' ମୋ ଜୀବନ ପଥ କଣ୍ଟକିତ ପ୍ରତିଟି ମୁହୂର୍ତେ ଲହୁ, ଲୁହର ଅଭିଷେକ

1    7.3K 7

ବନ୍ଦି ଜୀବନ

Others

କେତେ ଭଂଗାଗଢ଼ାର ଇତିହାସସ୍ୱପ୍ନ, ବାସ୍ତବତାର ଅନୁଭବ, କେବେ ଶାନ୍ତ ସକାଳର ଝରାଫୁଲ ତ' କେବେକେବେ ମଧ୍ୟାହ୍ନର ସୂର୍ଯ...

1    6.8K 7

ସ୍ଵପ୍ନମନସ୍କ

Inspirational Others

ଅପେକ୍ଷା କେବେ ରାତି ପାହିବ ପେନ୍ଥେ ବଉଳକୁ ଧରି କେଉଁ ମିତ କେବେ କାହାକୁ ଅପେକ୍ଷା କରିବ , ସାକ୍ଷୀ ରହିବ ଶୂନଶାନ ର...

1    14.2K 7

ସ୍ବପ୍ନମନସ୍କ

Tragedy

କିଏ ଭୋକ ପାଇଁ ଦେହ ବିକେ ? ଅଥଚ ସମୟ ହିଁ ସାକ୍ଷୀ ସବୁ କଳଂକର ଦ୍ରୋହ,ବୀପ୍ଳବର । ଅପେକ୍ଷା କେବେ ରାତି ପାହିବ ପେନ...

1    7.3K 7

ଯାତ୍ରା

Others

ଅନେକ ଦିନରୁ ଚାଲୁଛି ମୁଁ ଦିଗ୍‌ବଳୟକୁ ଛୁଇଁବା ନିଶାରେ ବେଳେ ବେଳେ ଜହ୍ନର ଜ୍ୟୋତ୍ସ୍ନାକୁ ରଂଗ ଭାବି ଆଖିରେ ମୁଁ ମା...

1    7.0K 11

ଦୁଃଖ

Others

ସୁଖର ଅବିର ବୁଣି ବୁଣି ସକାଳ ସୁରୁଜ ସ୍ବପ୍ନ ସବୁ ଫୁଟିବେ ଫୁଲ ହୋଇ ମାନସ କାନନେ

1    6.4K 7

ଚକ୍ଷୁଷ୍ମାନ

Others Tragedy

ସାହାଯ୍ୟର ହାତ ଲମ୍ବେଇ ଦୟାକରି ଦୟା ଦେଖାିବନି ମତେ କଟା ଘା’ରେ ଚୂନ ଲେପିବନି ଅନ୍ତତଃ ମୁଁ ଶାନ୍ତିରେ ମରିବି । ।

1    13.2K 6

ଅରଣ୍ୟ ରୋଦନ

Others

ଅପ୍ରାପ୍ତିର ଇତିହାସରେ ଭରା ଛାତି ତଳ ସ୍ତୁପୀକୃତ କୋହ ସବୁ ଆଖିର ସୁପ୍ତ ନଈରେ ଧାର ହୋଇ ବହିଯିବ

1    6.7K 10

ଫଲଗୁ

Tragedy

ଯେତିକି ଖୋଜିଲି ଯେତିକି ଲୋଡିଲି ତାଠୁ ଅଧିକ ପାଇବା ପରେ ବି ମୁଁ କିଛି ପାଇଲିନି ଯେମିତି ଖାଲି ହାତ ନେଇ ଯାଇଥିଲି ଫଲ...

1    7.3K 5

ହେ ସତୀର୍ଥ

Others Tragedy

ଗଂଗାରେ ଚିପୁଡି ଦେଲ ଆଖିର ଲୁହ ଯମୁନାକୁ ସଅଁପିଲ ଛାତିତଳ କୋହ, ମୁଁ ଜାଣେ କାଳର କରାଳ ତୁମକୁ ହରାଇ ପାରି ନଥିବ ତୁମ...

1    7.0K 7

କୋହ

Others

ପଦେ କଥାରେ କଣ ଏମିତି ଥିଲା ବର୍ଷ ବର୍ଷର ସ୍ତରୀଭୂତ ଶୀଳା ମାଟିରେ ମିଶି ମାଟି ହୋଇଗଲା

1    7.1K 6

ପୁନଶ୍ଚ

Others

ପିଠି ଥାପୁଡେଇ ଗାଉଥାଏ ଧୋ’ରେ ବାୟା ଧୋ ତ’ ପୁଣି ନିଜ ଗୀତରେ ନିଜେ ଚମକୁ ଥାଏ ଥରକୁ ଥର ଭୁଲି ଯାଉଥାଏ ପ୍ରାଥନାର ପ୍...

1    6.9K 7

ଶୂନ୍ୟ ଦିଗନ୍ତ

Others

ଜୀବନର ଲମ୍ବା ପଥ ଲମ୍ବିଥାଏ ଶୂନ୍ୟ ଦିଗନ୍ତର ସେପାରି ଯାଏ ଯେଉଁଠୁ ସ୍ବପ୍ନ ଖୋଜୁ ଖୋଜୁ ଅନେକବାର ନିଜକୁ ହଜାଏ । ।

1    7.1K 6

ଶ୍ରୋତା

Others

ତୁମ ଜୀବନର ଇତିବୃତ୍ତି ରସହୀନ କଥାକୁ ଶୁଣିବାର ଧୈର୍ଯ୍ୟ ମୋର ଅଛି ।

1    7.1K 6

ମାଟି ଓ ଫୁଲର କବିତା

Tragedy

ଇଚ୍ଛାର ଇଶ୍ବରୀ ସାଜି, ହୃଦେ ତୁମ ପାଦ ଚିହ୍ନ ଥାପି, ପରନ୍ତୁ ଏମିତି ମୁହୂର୍ତ୍ତ ଆସିବାର ଅନେକ ଆଗରୁ ପାଲଟି ସାରିଥିଲ...

1    6.9K 8

ତା'ପରେ

Others

ଉପେକ୍ଷିତ ଜୀବନଟିଏ ଜୀଉଁ ଜୀଉଁ କଦ୍‌ବା କେମିତି ଶୁଭିଯାଉଛି ପ୍ରିୟ ମଣିଷର ଡାକ

1    6.8K 6

ସଂପର୍କ

Others Tragedy

ସେତିକି ସମୟ ତତେ ପାଖରେ ପାଇନି । ଭଲ ପାଇବାର ନିରିହ ଅଭିମାନରେ ଚୁପ ରହିଛି ଝରଣା ପାଣିରେ ମୁହଁ ଧୋଇଲେ ତୋ ହାତ ଛିଂ...

1    6.7K 8

ଅଫେରା ଦିନ

Others Romance

କୋଉ ଦିନ ମନେ ରଖି ଥିଲି କି? ତୁମେ ତ’ ଆପେ ମିଶି ଯାଇଥିଲ ମୋ ମନରେ ପ୍ରତିଟି ରେଣୁରେ ଛାଇ ଯାଇଥିଲ ସ୍ବପ୍ନର ପ୍ରାନ୍ତ...

1    1.5K 6

ଆଦ୍ୟପର୍ବ

Others

ତୁ ନଈ ବାଲିରେ ଘର କରୁଥିଲୁ ପ୍ରଜାପତି ସମ ଠା’କୁ ଠା ଉଡି ଯାଉଥିଲୁ କି ଗୀତ କେଜାଣି ଗୁଣୁଗୁଣୁ ଗାଉଥିଲୁ

1    6.8K 3

ଗଲା କଥା ଯାଏ ନାହିଁ

Others Tragedy

ବେଶୀ କିଛି ମନେ ପଡୁନି କିନ୍ତୁ କାଲି ପରି ଆଜି ବି ସେଇ ମୁଗ୍ଧ ଶିହରଣ ମୋ କାୟାରେ ଆଜି ବି ବିହ୍ବଳିତ ତୁମ ଦେହର ମିଠା...

1    6.6K 2

ପ୍ରିୟଶତ୍ରୁ

Tragedy

ଜୀବନକୁ ବୁଝୁବୁଝୁ ବାଟବଣା ହୋଇଗଲି ମୁଁ ତୁମ ଆଖି କୋଣେ ପୀୟୂଷର ଧାର ଦେଖି କିନ୍ତୁ ମୁଁ କି ଜାଣିଥିଲି ପାଦ ମୋ ଅଟକି ...

1    6.9K 6

ଅଭିନୟ

Inspirational Others

ମଥାରେ ହାତ ଦେଇ ବସି ପଡୁପଡୁ ଜୀବନ ମତେ ବାଧ୍ୟ କରେ ଉଠିବାକୁ, ଶୁଖିନଥାଏ ଆଖିରୁ ଲୁହ ମତେ କିନ୍ତୁ ହସିବାକୁ ପଡ଼େ ପ...

1    13.5K 5

ବିବର୍ତ୍ତନ

Others

ସହି ହୁଏନା ମନ ଭୁଲେନା କାଲି ପରି ଆଜି ବି ଝରୁଥାଏ ଝରଣା

1    6.9K 9

ପ୍ରିୟତମ ଦୁଃଖ

Others Tragedy

ଅନ୍ତତଃ ଏ ଦିନ ନଆସୁ ସାମ୍ନାରେ ମୋ ଆଣ୍ଛୁମାଡ଼ି ଦେହ, ମନ, ହୃଦୟ ପରି ମାଗି ନବସ ମୋ ଆଖିର ଲୁହ ଲୁହ ଯେ ମୋ ବଞ୍ଚିବ...

1    7.0K 11

ମରୀଚିକା

Fantasy Others

ସ୍ୱପ୍ନରେ ସିନା ତମେ ଜହ୍ନଁ ହୋଇ ଛିଣ୍ଡିପଡ ମୋ ଛାତି ଉପରେ , ରାତି ପାହିବା ବେଳକୁ ତୁମେ ଖାଲି ମରୀଚିକା ଆଉ ମରୀଚିକା...

1    6.6K 8

ଏବେ ଏବେ ବୁଝୁଛି

Tragedy

କିଛି ଅବୁଝାପଣରେ ନିଜକୁ ନିଜେ ମନେ କରିଛି ଶତ୍ରୁ କିନ୍ତୁ ତୁମେ ବିଶ୍ବାସ କର କି ନକର ତୁମେ ନୁହଁ ତୁମ ସ୍ମୃତି, ମନ୍ତ...

1    6.3K 7

ମତେ ଯିବାକୁ ଦିଅ

Tragedy

ମୁଁ ହଜାର ବାର ପଛକୁ ଚାହିଁଛି ଦେଖିବାକୁ ଜୀବନର ଦୋଛକି ରାସ୍ତା, ନିଜ ପାଦ ଚିହ୍ନଁକୁ ସଅଁପି ଦେଇ ଯେଉଁଠୁ ଦିନେ ହୋଇଥ...

1    7.1K 5

ଆବାହନୀ

Others

ଏବେ ତ' ମର୍ତ୍ତ୍ୟ ଭୂଇଁକୁ ଓହ୍ଲାଇ ଆସିଛି କାହିଁ କେତେ ମହାର୍ଘ ମୁହୂର୍ତ ନଦୀ ପଠାରେ କାଶତଣ୍ଡୀ ପାଳୁଛି ପ୍ରୀତିର ପ...

1    6.9K 6

ଲୋଡ଼ା ଗୋଟେ ନୂଆ ଦୁଃଖ

Romance

ତୁମେ ସେମିତି ଜହ୍ନଁ ହୋଇ ଝୁଲୁଥାଅ ଆକାଶ ଛାତିରେ...

1    6.4K 4

ଏବେ ଏବେ ବୁଝୁଛି

Romance Abstract Others

କଷ୍ଟ ଦେଇଛି ତମ ନିରବତା କିଛି ଅବୁଝାପଣରେ ନିଜକୁ....

1    6.3K 1

କେତେଦିନ ଚାଲିବ ଏମିତି ?

Inspirational Abstract Others

ବିଦାୟ ବେଳାରେ ବଖାଣୁଥାଏ ପରିଚିତ ପୃଥିବୀରେ ବଞ୍ଚିରହିବାର ଲାଭ...

1    13.6K 7