Audio

Forum

Read

Contests

Language


Write

Sign in
Wohoo!,
Dear user,



Abhiram Sahoo  


ପରାହତ ଝଡ

Inspirational Others

ମୁକାବିଲା ପାଇଁ ତ ଏ ମଣିଷ ଜନମ ଛାତି ତଳ ରକ୍ତ ତା' ଝଡଠୁ ବି ଗରମ ପବନରେ ପହଁରି ପଦ୍ମ ଯେ ତୋଳୁଛି ଝଡ ଆଜି ଧୈର୍ଯ୍ଯ ତା' ପବନରେ ମାପୁଛି ! !



1    6 0

କ୍ଷତାକ୍ତ ସମୟ

Tragedy Others

ଆଉ କୂଳ ମୋ ପାଦର ମାଟି ଛୁଇଁଲାଣି ତ ଦେଖ,ମାନଚିତ୍ର ବଦଳି ଗଲାଣି ।



1    3 0

ଆ ଖେଳିବା ଛକି‐ଶୂନ

Others

ହାରି ହାରି ଜିଣିବାର ସ୍ବାଦ କେତେ ମିଠା କେବେ କ'ଣ ଚାଖିଛ



1    218 33

ମୁଁ ଠିଆ ହୋଇଥିବି ଏଇଠି

Others

ମୁଁ ମୋ ବାମ ପାଖ ସନ୍ନ୍ଯାସର ନୁହଁ କି ଡାହାଣ ପାଖ ସମ୍ଭୋଗର ମୁଁ ଏକ ସମନ୍ବୟ ଦୁଇପାଦ ଓ ପାଦତଳ ମାଟିର



1    68 4

ଚେର

Others

ଫୁଲଙ୍କ ଭିତରେ ବିଶ୍ବ‐ସୁନ୍ଦରୀ ପ୍ରତିଯୋଗିତାର ବାଜି ବିଜ୍ଞାପନ ଭିଡରେ ମହକକୁ ନେଇ ଟଣା‐ଟଣି



1    51 2

ପୁନର୍ଜନ୍ମ

Others

ମୋ ଜାନୁମୂଳେ କି ବେକତଳେ କୋଉଠି ଦିଶୁଛି କଳାଜାଇ ଆଉ ରାତିକର ଦାମ୍ କେତେ,



1    30 0

ମାଆ

Others

ମମତାର ମଧୁର ବନ୍ଧନୀ ତା' କାନି ବନ୍ଧା ମୁଠାଏ ଖୁଦକୁ ସରି ନୁହେଁ ସ୍ବର୍ଗର ଅମୃତ କଣିକା !



1    85 2

ନଦୀଟିଏ ମୁଁ ନଦୀଟିଏ

Others

ଦି' କୂଳେ ଶାଗୁଆ ଶସ୍ଯ କେଦାର ମୋ ନୀର ପରଶେ ଛନଛନ ସୁଲୁସୁଲୁ ବାଆ ପାଲଟଣା ନାଆ ଢେଉରେ ଉଲୁସେ ତନୁ ମନ



1    193 41

ସନ୍ଦିଗ୍ଧ ଜୀବନ

Others

ମୁଁ ଏକ ତ୍ରିଶଙ୍କୁର ମିଛ ଅଭିନୟ ମୁଁ ଅନ୍ଧମୁନି‐ଶ୍ରବଣ କୁମାର ନା ଜରାନିବାସର ଦାୟାଦ



1    43 1

ତପସ୍ୟା

Others

ଖାଲି କଣ୍ଟ ବି ଭରିଯାଉଛି ଚାଉଳ, ପରିବା ନାହିଁ ତ ସେଇ ଚାଉଳ ତିଆରି ବଡି ପାମ୍ପଡରେ ବ୍ଯଞ୍ଜନ



1    83 3

ବାକି ଅଛି କଥା କିଛି

Others

ବରଷା ରାତେରେ ଦିନେ ଭିଜିଭିଜି ମୋ ପାଶେ ଆସିଲ ସାଥିଟିଏ ସାଜି



1    27 0

ଅଭିନୟ

Others

ଅନ୍ଧାରକୁ ଯିଏ ଅଣ୍ଟିରେ ପୂରେଇ ଦିନ ଆଲୁଅରେ ମିଛ ଅଭିନୟ କରେ ପର ଦୁଃଖରେ ତା' ଆଖିରୁ କି କେବେ ଦରଦ ଉଛୁଳା ଲୁହର ଝରଣା ଝରେ !



1    264 6

ମୁଁ ତ ତୁମ ସନ୍ଦେହର

Others

ମୁଁ ତ ତୁମ ସନ୍ଦେହର ମଣ୍ଡଦିଆ ଗପ ମୁଁ ତ ତୁମ ସନ୍ଦେହର ଶାଣଦିଆ ପାପ !



1    108 3

ସମୟର ଛାଇ

Others

କାହାକୁ ଉଲଗ୍ନ କରି ଆଉ କାହା ଓଢଣି ସଜାଡେ ତ କାହା ଲୁହେ କାହା ସ୍ତନ ପୂର୍ଣ୍ଣଗର୍ଭା ହୁଏ କା' ଜୁଇରେ କା' ଯୌବନର କୃଷ୍ଣଚୂଡା ଫୁଟାଏ



1    88 3

ମିତା ପାଇଁ କବିତା

Tragedy

ଶବ୍ଦର ସମୁଦ୍ର ଭେଦି ଯେତେଥର ମୁଣ୍ଡ ମୁଁ ଟେକିଛି ନିଃଶ୍ବାସ ମାରିବା ଆଗୁ ପୁଣି ସେଇ ସମୁଦ୍ରେ ଡୁବିଛି ଡୁବିଲେ ମରଣ ନୁହେଁ,ନିଃଶ୍ବାସରେ ନାହିଁ ବି



1    7 0

ତାତି

Romance

ପକ୍ଷୀର କାକଳି,ପବନର ଆହ୍ଲାଦ, ପତ୍ରର ମର୍ମର,ଫୁଲର ମହକରେ ଆମ ପ୍ରେମ ଲାଗୁଥିବ ମୁଠେ ପାଉଁଶ ଭିତରେ ଦିକ୍ ଦିକ୍ ନିଆଁ



1    49 1

ମାଆ

Others

ମା' ଟିଏ ଜଳିଗଲା ନିଆଁରେ ନିଆଁରେ ମୁଠେ ପାଉଁଶକୁ, ମା' ଧ୍ବନିଟେ ହୋଇ ରହିଗଲା



1    27 1

ଭାରତ

Inspirational

ନିଜ ଦୁଃଖର ପାହାଡ ବଦଳିପାରେ ଖଣ୍ଡଖଣ୍ଡ ସୁଖର ବର୍ଫିରେ ନିଜ ଲୁହର ସମୁଦ୍ର ଶୋଷି ହୋଇଯାଏ



1    126 4

ବାପା

Others

ସରକାର କାମ କରୁଛୁ କାହାଠୁ ଟଙ୍କାଏ ନବୁନି କି ଛଣ୍ଟାକିଏ ଘିଅ ଦବୁନି



1    50 1

ହେବ ଆଜି ସିଏ ନିର୍ମୂଳ

Others

ପ୍ରତିକୂଳ ଝଡ ଧୂସର ଧୂଆଁରେ ଯେବେଠୁ ଲୋଟଣି କାଟୁଛି ସେବେଠୁ ତ ସିଏ ପ୍ରତିପକ୍ଷର ପ୍ରତାରଣା ଖାଲି ପାଇଛି



1    388 9

ପାନ୍ଥଶାଳାର ଅତିଥି

Romance

ପାନ୍ଥଶାଳାର ସେ ପରିଚାରିକା ତନ୍ଦ୍ରା‐ଅଳସ ଆଖି ଦାୟିତ୍ବ ସାରି ମୋ ନିଦ୍ରା ସେ ଯିବ ରାତି ଯେ ଅଳ୍ପ ବାକି,



1    11 0

ଅଭିମାନୀ ଜହ୍ନ

Others

ଅନ୍ଧାରର କାନ୍ଥି ଧରି ଆକାଶର ଛାତିସାରା ଫୁଟିଗଲା ତାରାଙ୍କର ତାରକସି ତରାଟ



1    66 2

ବସନ୍ତର ବାସ୍ନା

Others

ଉଦିଗେ ଖେଳେ ବସନ୍ତର ମଧୁ ବାସ୍ନାର ଲୁଚକାଳି ଫୁଲରେ ଫୁଲରେ ଦେଖୁନ କେମିତି ଭଅଁର କରୁଛି କେଳି



1    85 3

ହୃୃୃୃଦୟ

Others

ଯେଉଁ ନଈ କେବେ ହୃଦୟ ହଜେଇ ହୃଦୟଟେ ଖୋଜିନାହିଁ ସେ କାହୁଁ ଛୁଇଁବ ପ୍ରେମ‐ପାରାବାର ଶୁଖିଲା ଧାରଟେ ହୋଇ



1    49 1

ମ୍ରୁତ୍ଯୁ ଆସୁ

Others

କଳାକନା ବୁଲାଇବାକୁ ଆସୁ ଅବା ଧଳାକପଡା ଘୋଡାଇବାକୁ କିନ୍ତୁ ଆସୁ ସୈନିକ ମଥାରେ ରକ୍ତର ତିଳକ ମାରି ନିଜେ ବାରମ୍ବାର ପରାଜୟ ଲଭିବାରେ ।



1    7.0K 6

ଶେଷ ନିଃଶ୍ବାସ

Others

ମଳୟସ୍ପର୍ଶା ହୋଇପାରେ ତମ ପୁଷ୍ପିତ ଉଦ୍ଯାନ, ମୋ ପଶ୍ଚାତ୍ତାପରେ ଯଦି ତ୍ରୁଟିହୀନ ନିଷ୍ପାପ ହୋଇପାରେ



1    6.9K 7

କଳଙ୍କ

Others

ଭଲପାଇବାର ମହକରେ ଯା'ର ମନ ମହମହ ବାସେ ସବୁବେଳେ ତା'ର ଉଡିଲା ପଣତ



1    7.0K 5

ପ୍ରେମ ତମପାଇଁ ‐ ପ୍ରେମ ମୋପାଇଁ

Tragedy

ରାତିପାଇଁ ମୋର ସପନ ନଥିଲା ଲୋଡା ଚାହିଁ ମୁଁ ନଥିଲି ସକାଳକୁ ଫୁଲତୋଡା



1    7.0K 5

ବର୍ଷା ବିଳାସ

Others

ତଥାପି ବର୍ଷା ! ଗୁଣତୁଳନାରେ ଦୋଷ ତ ତୁମର ଅଳିକ ୠତୁଚକ୍ରରେ ତୁମେ ହିଁ ତ ଏକା ଆଶାଭରସାର ସନ୍ତକ.....



1    12.9K 5

ଚାଲିବାରେ ହକ୍ ଦାର

Others

ଅନ୍ତିମ ସହଚର ଲାଭରେ ନୁହେଁ କି ଲୋଭରେ ନୁହେଁ ମୁଁ ଚାଲିବାରେ ହକ୍ ଦାର ଫୁଲ ଫୁଟା କାହା ବାଟର ଗଜରା ନାହିଁ ମୋର ଦରକାର !



1    6.7K 7

ପାଦରେ ଲାଗୁଛି ଶିଉଳି

Romance

ତମ ଦୁଆରକୁ ଯିବାକୁ ଚାହିଁଲେ ଲାଜ ତ କବାଟ ଖୋଲୁନି ପବନ ହାତରେ ଚିଠି ଦେଲେ ସେ ତ ଦେହରୁ ପାଉଣା ଛାଡୁନି.....



1    6.7K 9

ସେଦିନ ଖୋଜୁଛି

Romance

ସେଦିନ ଖୋଜୁଛି ସାରାରାତି ମୋର ସ୍ମୃତିର ଝରକା ଖୋଲି ସେଦିନ ଖୋଜୁଛି ସାରାରାତି ମୋର ସୁଖର ସିନ୍ଦୂର ଭୁଲି.....



1    6.7K 4

ସମୟ କେମିତି

Inspirational

ଭାବି ମୁଁ ପାରୁନି ସମୟ କେମିତି ଦୂରେଇ ଦେଉଛି ମୋତେ କାଲି ପରି ଲାଗେ ବଉଳ ଗଛରୁ କୋଳି ମୁଁ ତୋଳିଛି କେତେ....



1    6.2K 7

ଆସ ଆମେ

Romance

ଚିଠିରେ ଲେଖୁଛ ଆସିବ ବୋଲି ଆସିଲେ କହୁଛ ଯିବି ମୁଁ କାଲି....



1    6.9K 3

ଆ' ରେ ମେଘ ଯା' ରେ ଝରି...

Others

ମିଠା ମିଠା ସପନର ଶେଯରେ ସେ ଶୋଇ ପ୍ରିୟା ମୋର ଅଳସରେ ମାରୁଥିବ ହାଇ ସେ ସପନ ନ ଭାଙ୍ଗି ତୁ ଟିକେ ରହି ଯା' ରେ....



1    7.1K 7

ସପନର ମିଠା ରଙ୍ଗ

Romance

ଆପଣା ଇଚ୍ଛାରେ ଫୁଲ ଯେବେ ଫୁଟି ମହକାଏ ଚଉଦିଗ ଭଅଁର ମନରେ ଭରିଯାଏ କେତେ ସପନର ମିଠା ରଙ୍ଗ....



1    7.0K 8

ଶ୍ରୀ ଚକାନୟନ

Inspirational

ପତିତଜନଙ୍କୁ ପ୍ରଭୁ ଉଦ୍ଧାରିବାପାଇଁ ଧର୍ମର ପତାକା ତୁମେ ଦେଇଛ ଉଡାଇ........



1    7.0K 13

ଆଜି ପରା ରଥଯାତରା

Others

ଡାହୁକ ଡାକର ଭାଷଣବାଜିରେ ଦୋହଲେ ଗଳାର ଗଜରା ଆଜି ପରା ରଥଯାତରା ।



1    6.6K 12

ସ୍ନାହାନ ମଣ୍ଡପ

Inspirational

ଗୁଣ୍ଡିଚା ଯାତକୁ ଯେବେ ପହଣ୍ଡି ତୋ ହୋଇବ ମୋ ଲୁହ ବରଷା ହୋଇ ତୋ ଶ୍ରୀଅଙ୍ଗ ଛୁଇଁବ....



1    6.7K 8

କାଳିଆ ତୋ ମୁହଁ ପାରୁନି ଚାହିଁ

Tragedy

କାଳିଆ ତୋ ମୁହଁ ପାରୁନି ଚାହିଁରେ ବାଇଶି ପାହାଚ ପାରୁନି ଛୁଇଁ ପାପ ଦୁନିଆରେ ମହାପାପୀ ହୋଇ କେଉଁ ପୁଣ୍ଯ ଅବା ମାଗନ୍ତି ମୁହିଁ ।୦



1    6.9K 4

ଗ୍ରୀଷ୍ମ ତାଣ୍ଡବ

Inspirational

ପାହାନ୍ତାରୁ ଖରା ଆଞ୍ଚ ଲାଗୁଛି ସଂଜ ଦି'ଘଡି ଠେଲି ଗରମ ଗରମ ଝାଇଁ,ଗୁଳୁଗୁଳି,ଝାଳର ପସରା ମେଲି.........



1    14.0K 6

ଖରା ଏବେ

Inspirational

ଖରା ‐ ଦୁଃଖର ଦ୍ରାଘିମାରେ ଚେନାଏ ହସର ଚେହେରା ..........



1    6.8K 5

ଏବେ ଗ୍ରୀଷ୍ମ

Inspirational

ଗ୍ରୀଷ୍ମ ଏବେ ଏତେ ବାଟବଣା ଶହ ଶହ ବିଷାକ୍ତ ସାପର ଫଁ ଫଁ ଲହ ଲହ ଫଣା ପାଦତଳେ ଖଇଫୁଟା ତାତି



1    6.5K 9

ଜହ୍ନ

Others

ବିପ୍ଳବ ଏଠି ଟେକିଛି ହାତ ଜଠରାଗ୍ନିକୁ ନମିଳେ ଭାତ ଜୀବନ ଯେଉଁଠି ପାଉନି କୂଳ



1    6.7K 12

ନକର ହେ ପଥହୁଡା

Others

ଏ ସାରା ସଂସାର ଯାହାର ଭିଆଣ ତା'ର ପୂଜାବିଧି ପାଇଁ ଲୁହ ଦୁଇଟୋପା ଛଡା ଆଉକିଛି ନିଜର ବୋଲି ମୋ ନାହିଁ ॥



1    6.9K 4

ଛତା

Others

ପ୍ରାୟତଃ ବର୍ଷା ହୁଏ ଭିଜିଯାଏ ଦେହ ଛତା ଥାଇ ବି ଦେହରେ ଜଡିଯାଏ ଶାଢି,



1    6.5K 10

ପ୍ରତାରଣା

Tragedy

ମୁଁ ଭୁଲିଯାଇଛି କେବେ ଦିନେ ତୁମ ସ୍ମୃତିର ଘିଅବୋଳା ସଳିତାରେ



1    1.3K 7

ବିଦ୍ରୋହ

Others

ଝୁଲାଅ ସେଠି ମୃତ୍ଯୁର ପରୱାନା ଶୋଷିତର ବିଦ୍ରୋହ ସ୍ବାକ୍ଷର ।



1    6.9K 7

ତମପାଇଁ ଅବୁଝା ମନଟି

Tragedy

ଦୀର୍ଘ ସମୟର ଉପକୂଳେ ମୁହୂର୍ତ୍ତର ଜୀବନଟା ଚହଲା ପାଣିପରି ନିର୍ମଳ ଉଶ୍ବାସ ।



1    6.9K 5

ଛକି‐ଶୂନ ଖେଳ

Inspirational

କୁହ କେଉଁ ମୌସୁମୀରେ ଆମ ମନେ କଦମ୍ବ ଫୁଟିବ ?



1    6.5K 3

ତୁମରି ପାହାଚ ଉଚ୍ଚ

Romance

ରାତିକୁ ଆପଣା କରିଛି ତୁମକୁ ସପନ ଦେଖିବି ବୋଲି.....



1    6.8K 7

ମନ ୠତୁମତୀ

Romance

ୠତୁପରେ ୠତୁ ଆସି ଫେରିଗଲା ପରେ ମନ କିଆଁ ୠତୁମତୀ ହୁଏ ବେଳେବେଳେ.....



1    6.9K 15

ନାରୀ

Others

ମଧୁବୋଳା ତୁମ ହସରେ କେଉଁଠି ରହିଛି ଜହର ଲାଖି ନୀରିହ ଆଖିର ଚାହାଣିରେ କେତେ ଛଳନା ମାରୁଛି ଉଙ୍କି



1    6.6K 4

ପ୍ରେମ ତ ଲାଗୁଛି ବିକା

Romance

ପ୍ରେମର ମାଳାରୁ ଗୋଟି ଗୋଟି କରି କିଏ କେତେ ଫୁଲ ଲୁଟେ ଦର କଷା କଷି ହାତରୁ ପ୍ରୀତିର ଗୋଟି ଗୋଟି ଶଙ୍ଖା ତୁଟେ



1    6.7K 7

କାହାରି ଆଖିର

Inspirational Others

କେଉଁ ନଈକୂଳେ ପ୍ରୀତିର ଜୁଆର କେଉଁ ପୀରତିରେ ଭଟ୍ଟା ମିଳନ ନିଆଁରେ ଜଳିଉଠି କେବେ ବିରହରେ ହୁଅ ଶେଷ ॥



1    6.6K 8

ପ୍ରୀତି

Others

ସକାଳ ଛୁଆଁ ପାଇଲେ ସବୁ ନିମିଷେ ଭୁଲିଯାଏ ଭୁଲି ବି ଭୁଲି‐ ହୁଏନା ଯାହା ତାହାରି ନାମ ପ୍ରୀତି ॥



1    6.8K 4

ଶେଫାଳି ଢାଳୁଛି ଲୁହ

Others

ଭିଜା ମହକରେ ପାରିନି ସେ କାହା ପ୍ରୀତିର ଝରକା ଖୋଲି ଝଡିବା ଆଗରୁ ଦିନେ ବି ଦେଇନି କାହାର ଆଞ୍ଜୁଳି ଭରି



1    7.0K 2

ଆଉ ମୁଁ ପାରୁନି ଫେରି

Romance

ହଜିଲା ନିଆଁରେ କୁହୁଳୁଛି ସିନା ଜୀବନ ଯାଉଛି ସରି.....



1    6.8K 7

ନିଆଁ

Romance

ନୂଆନୂଆ ଗୋଟେ ତାତି ଆମକୁ ନଥିଲା ଜଣା ଦେହ ଆମ ଛୁଉଁଛୁଉଁ କରିଦେଲା ବାଟବଣା ଯେ ନିଆଁ ଦିନେ ‐ ସହରଠୁ ଦୂର ପାହାଡ ସେପାଖେ



1    6.9K 12