STORYMIRROR

#ମୋ ଭାରତ

SEE WINNERS

Share with friends

ମୋ ଭାରତ

ସାଂସ୍କୃତିକ କ୍ଷେତ୍ରରେ ଭାରତ ସମଗ୍ର ଦୁନିଆରେ ଏକ ବୈଚିତ୍ରମୟ ରାଷ୍ଟ୍ର ଭାବେ ପରିଗଣିତ ଭାଷାଠୁ ନେଇକି ବେଶ-ପୋଷାକ ପର୍ଯ୍ୟନ୍ତ, ଦେଶକୁ ଏକ ଭିନ୍ନ ସଂସ୍କୃତିକ ସମ୍ଭାରରେ ସମୃଦ୍ଧତାର ପରିଚୟ ଦେବା ସହ ଏକ ବିଶିଷ୍ଟ ସମ୍ମେଳନ ଭାବରେ କରିଛି ସୁପ୍ରତିଷ୍ଠିତ

ଏକ ବିଶାଳ ସଂଖ୍ୟକ ସଂସ୍କୃତିକ ବୈଚିତ୍ରତା, ଯାହାକୁ ଏକା ସାଙ୍ଗରେ ପରସ୍ପର ପରିପୂରକ ପରିପୂର୍ଣ୍ଣ ଭାବରେ ସଂସ୍ଥାପିତ କରାଯାଇଥିବା ବିଷୟ ସମଗ୍ର ବିଶ୍ୱରେ ଭାରତକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ହେଇଛି ସଫଳ

ଷ୍ଟୋରିମିରର୍ ଆପଣଙ୍କୁ ଆମର ଦେଶ " ଭାରତ " (INDIA) ବିଷୟରେ ଲିଖନ  ନିଜର ଭାବନାକୁ ବ୍ୟକ୍ତ କରିବାକୁ ଆମନ୍ତ୍ରିତ କରୁଛି


ନିୟମ -

) ସମସ୍ତ ପ୍ରକାର କାହାଣୀ କବିତା ସ୍ୱୀକାର କରାଯିବା
) ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ
) କାହାଣୀ / କବିତା ଆଦି ପ୍ରତିଯୋଗିତା ଲିଙ୍କ ମଧ୍ୟମରେ ହିଁ ଦାଖଲ କରିବାକୁ ହେବ
) ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ / କବିତା ଦାଖଲ କରିବା ଗ୍ରହଣୀୟ ହେବ
) କାହାଣୀ / କବିତା ଆଦି ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ
https://storymirror.com ରେ ପୂର୍ବରୁ ଉପଲବ୍ଧ କାହାଣୀ / କବିତା ଆଦିକୁ ପୁନଃ ଦାଖଲ କରିବା ଗ୍ରହଣୀୟ ହେବ ନାହିଁ
) ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ
) ପ୍ରବନ୍ଧ / ରଚନା ଆଦି ଦାଖଲ କରିବା ସ୍ୱୀକାର୍ୟ୍ଯ ହେବ ନାହିଁ
) ଲେଖା କୌଣସି ରାଜନୈତିକ ପକ୍ଷପାତି ଉପରେ ଆଧାରିତ ହେବା ଉଚିତ ନୁହେଁ

ପୁରସ୍କାର -

) ଶ୍ରେଷ୍ଠ ତିନି ବିଜେତାଙ୍କୁ ଏକ ପ୍ରମାଣ ପତ୍ର, ଏକ ପୁସ୍ତକ ଏବଂ ଷ୍ଟୋରିମିରର୍ ରୌପ୍ୟ ସଦସ୍ୟତା ପ୍ରଦାନ କରାଯିବ
) ରୁ ଅଧିକ ଲେଖା ଦାଖଲ କରିଥିବା ଲେଖକଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯିବ
) ୧୫ ରୁ ଅଧିକ ଲେଖା ଦାଖଲ କରିଥିବା ଲେଖକଙ୍କୁ ଏକ ପୁସ୍ତକ ସହ INR 250 /- ଷ୍ଟୋରିମିରର୍ ସୋପ୍ ଭାଇଚର ପ୍ରଦାନ କରାଯିବ
) ସମ୍ପାଦକଙ୍କ ମୂଲ୍ୟାଙ୍କନ, ପାଠକଙ୍କ ପସନ୍ଦ, ଦେଖିବା, ମୂଲ୍ୟାଙ୍କନ ଟିପ୍ପଣୀକୁ ଆଧାର କରି ବିଜେତା ଘୋଷଣା କରାଯିବ

ଯୋଗ୍ୟତା -

ପ୍ରତିଯୋଗିତାର ସମୟସୀମା - ଜାନୁଆରୀ ୦୧ ରୁ ୩୧, ୨୦୨୦ ପର୍ଯ୍ୟନ୍ତ

ଭାଷା - ହିନ୍ଦୀ, ଗୁଜରାଟୀ, ମରାଠୀ, ଓଡ଼ିଆ, ବଙ୍ଗାଳୀ, ଇଂରାଜୀ, ତାମିଲ, ତେଲୁଗୁ, ମାଲୟାଲମ ଏବଂ କନ୍ନଡ଼
ବିଷୟ ପ୍ରକାର - କବିତା / କାହାଣୀ

ଯୋଗାଯୋଗ କରନ୍ତୁmarketing@storymirror.com / 022-49240082 / 022-49243888


Trending content