ମୋ ଭାରତ
ସାଂସ୍କୃତିକ କ୍ଷେତ୍ରରେ ଭାରତ ସମଗ୍ର ଦୁନିଆରେ ଏକ ବୈଚିତ୍ରମୟ ରାଷ୍ଟ୍ର ଭାବେ ପରିଗଣିତ । ଭାଷାଠୁ ନେଇକି ବେଶ-ପୋଷାକ ପର୍ଯ୍ୟନ୍ତ, ଦେଶକୁ ଏକ ଭିନ୍ନ ସଂସ୍କୃତିକ ସମ୍ଭାରରେ ସମୃଦ୍ଧତାର ପରିଚୟ ଦେବା ସହ ଏକ ବିଶିଷ୍ଟ ସମ୍ମେଳନ ଭାବରେ କରିଛି ସୁପ୍ରତିଷ୍ଠିତ ।
ଏକ ବିଶାଳ ସଂଖ୍ୟକ ସଂସ୍କୃତିକ ବୈଚିତ୍ରତା, ଯାହାକୁ ଏକା ସାଙ୍ଗରେ ପରସ୍ପର ପରିପୂରକ ଓ ପରିପୂର୍ଣ୍ଣ ଭାବରେ ସଂସ୍ଥାପିତ କରାଯାଇଥିବା ବିଷୟ ସମଗ୍ର ବିଶ୍ୱରେ ଭାରତକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ ହେଇଛି ସଫଳ ।
ଷ୍ଟୋରିମିରର୍ ଆପଣଙ୍କୁ ଆମର ଦେଶ " ଭାରତ " (INDIA) ବିଷୟରେ ଲିଖନ ଓ ନିଜର ଭାବନାକୁ ବ୍ୟକ୍ତ କରିବାକୁ ଆମନ୍ତ୍ରିତ କରୁଛି ।
ନିୟମ -
୧ ) ସମସ୍ତ ପ୍ରକାର କାହାଣୀ ଓ କବିତା ସ୍ୱୀକାର କରାଯିବା ।
୨ ) ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
୩ ) କାହାଣୀ / କବିତା ଆଦି ପ୍ରତିଯୋଗିତା ଲିଙ୍କ ମଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
୪ ) ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ / କବିତା ଦାଖଲ କରିବା ଗ୍ରହଣୀୟ ହେବ ।
୫ ) କାହାଣୀ / କବିତା ଆଦି ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
୬ ) https://storymirror.com ରେ ପୂର୍ବରୁ ଉପଲବ୍ଧ କାହାଣୀ / କବିତା ଆଦିକୁ ପୁନଃ ଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
୭ ) ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
୮ ) ପ୍ରବନ୍ଧ / ରଚନା ଆଦି ଦାଖଲ କରିବା ସ୍ୱୀକାର୍ୟ୍ଯ ହେବ ନାହିଁ ।
୯ ) ଲେଖା କୌଣସି ରାଜନୈତିକ ପକ୍ଷପାତି ଉପରେ ଆଧାରିତ ହେବା ଉଚିତ ନୁହେଁ ।
ପୁରସ୍କାର -
୧ ) ଶ୍ରେଷ୍ଠ ତିନି ବିଜେତାଙ୍କୁ ଏକ ପ୍ରମାଣ ପତ୍ର, ଏକ ପୁସ୍ତକ ଏବଂ ଷ୍ଟୋରିମିରର୍ ରୌପ୍ୟ ସଦସ୍ୟତା ପ୍ରଦାନ କରାଯିବ ।
୨ ) ୭ ରୁ ଅଧିକ ଲେଖା ଦାଖଲ କରିଥିବା ଲେଖକଙ୍କୁ ପ୍ରସଂଶା ପତ୍ର ପ୍ରଦାନ କରାଯିବ ।
୩ ) ୧୫ ରୁ ଅଧିକ ଲେଖା ଦାଖଲ କରିଥିବା ଲେଖକଙ୍କୁ ଏକ ପୁସ୍ତକ ସହ INR 250 /- ର ଷ୍ଟୋରିମିରର୍ ସୋପ୍ ଭାଇଚର ପ୍ରଦାନ କରାଯିବ ।
୪ ) ସମ୍ପାଦକଙ୍କ ମୂଲ୍ୟାଙ୍କନ, ପାଠକଙ୍କ ପସନ୍ଦ, ଦେଖିବା, ମୂଲ୍ୟାଙ୍କନ ଓ ଟିପ୍ପଣୀକୁ ଆଧାର କରି ବିଜେତା ଘୋଷଣା କରାଯିବ ।
ଯୋଗ୍ୟତା -
ପ୍ରତିଯୋଗିତାର ସମୟସୀମା - ଜାନୁଆରୀ ୦୧ ରୁ ୩୧, ୨୦୨୦ ପର୍ଯ୍ୟନ୍ତ
ଭାଷା - ହିନ୍ଦୀ, ଗୁଜରାଟୀ, ମରାଠୀ, ଓଡ଼ିଆ, ବଙ୍ଗାଳୀ, ଇଂରାଜୀ, ତାମିଲ, ତେଲୁଗୁ, ମାଲୟାଲମ ଏବଂ କନ୍ନଡ଼
ବିଷୟ ପ୍ରକାର - କବିତା / କାହାଣୀ
ଯୋଗାଯୋଗ କରନ୍ତୁ - marketing@storymirror.com / 022-49240082 / 022-49243888