ଅନୁରୋଧ
ଅନୁରୋଧ
1 min
1.2K
ଜୀବନ ସଉଦା ସାରି
ଫେରୁଛି ମୁଁ ଭାବଗ୍ରାହୀ
ଜାଣିନି ଆଦରିବକି ତେଜିବ ମତେ,
ତଥାପି ଆକୁଳରେ ପ୍ରଣତି ଢାଳୁଛି ହେ
ନତେଜି ଦାସ ତୁମର
କରିବ ମୋତେ.....