Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Jena

Others

3  

Pramod Kumar Jena

Others

ଶସ୍ତା କବିତା

ଶସ୍ତା କବିତା

1 min
384


ଅଠର ବରଷେ ପୁତ୍ର ହୁଏ ମିତ୍ର

ସଭିଏଁ ମନେ ଭାବନ୍ତି

ମନ ରହିଯାଏ ସପନ ଭିତରେ

ଛୋଟ ପଡିଯାଏ ରାତି


ଗଲା ପରେ ପୁଅ କରେ ଅବଶୋଶ

କରିପାରିଲିନି କିଛି

ଦୋଷ ଦେବା ଠିକ୍ ହେବନି କାହାକୁ

ସବୁରି ଘରେ ଘଟୁଛି


ପ୍ରମୋଦ କୁମାର ଜେନା ©



Rate this content
Log in