ବାବାଙ୍କୁ ପ୍ରଶ୍ନ
ବାବାଙ୍କୁ ପ୍ରଶ୍ନ
1 min
1.2K
କେତେବେଳେ ହସେ କେତେବେଳେ କାନ୍ଦେ
କେବେ ବି ନୀରବ ରହେ
କାହା ଆଗେ କିଛି କହିପାରେ ନାହିଁ
ସାହା ହେବ ମୋର କିଏ ???
ଚିତ୍ତରଞ୍ଜନ ଲେଙ୍କା,କଟକ