ପ୍ରିୟତମା
ପ୍ରିୟତମା
1 min
1.3K
ପ୍ରିୟତମା ମୋର ତୁମେ
ମୋ ସପ୍ନ ଆଉ ଜୀବନ
ତୁମ ଛଡା ନାହିଁ କିଛି ମୋର
ଭୁଲି ଯାଇ ପାର କି
ମତେ ମନେ ରଖି ପାର
ନାହିଁ କିଛି ଅଧିକାର
ମୁଁ କେବଳ ଖାଲି ତୁମର
ଦିଅ ନାହିଁ ଆଉ ଲୁହ
ଦୁଃଖ ସହି ହୃଦୟ ଅସ୍ଥିର
ମିଛମାୟାରେ ହୃଦୟରେ କଲ ଘର.....
ପ୍ରମିଳା ସାହୁ