କବିତା=୪ ପ୍ରତିଛଵି ତୁମ
କବିତା=୪ ପ୍ରତିଛଵି ତୁମ
1 min
1.5K
ମନ ଆଇନାରେ ସଦା ଦେଖୁଥାଏ
ରାତିଦିନ ତୁମ ପ୍ରତିଛବି
କଠିନ ପାଷାଣ ହୃଦୟ ତୁମ
କେମିତି ପାରୁନ ବୁଝି,
କାହିଁକି ଯାଇଛ ନିରବି ଯେ କେତେ
ବୁଝି ପାରୁନାହିଁ ମୁହିଁ
ମନରେ ଆସେ ଶଙ୍କା ଯେ କେତେ
କାଳେ ଆଉ କାହା ହାତ
ଦେଇଛ ଛୁଇଁ .....!!!!!
ଅମ୍ବିକା ସ୍ୱାଇଁ