Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Others

2  

Pramila Sahoo

Others

ମାୟାର ସଂସାର

ମାୟାର ସଂସାର

1 min
6.9K


ଜନ୍ମିତ ହେଲା ପରେ ସଭିଏଁ
ଆନନ୍ଦରେ ବିଭୋର ଭାରି
ଜୀବନ ଗଲାବେଳେ
ଲୁହର ବନ୍ୟା ସମ୍ଭାଳି ପାରନ୍ତି ନାହିଁ
ଜୀବନ ତ ଦୁଇ ଦିନର ଖେଳ
କେବେ ସୁଖତ ଆଉ କେବେ ଦୁଃଖ
ମିଛ ମାୟାର ଜଗତ
ଆସିଛୁ ଏକା ଯିବୁ ତୁ ଏକା
କେହି ନୁହେଁ କାହାର
ଜୀବନରେ ଯଦି କରିଥିବୁ
ଭଲ କାମଟି ସାଥୀରେ ଯିବ ତେହେରି
ଅନ୍ୟମାନଙ୍କୁ କେବେ ନ ଦିଅ ଦୁଃଖ
ସଭିଙ୍କ ଓଠରେ ହସ ଭରି ଦିଅ........

ପ୍ରମିଳା ସାହୁ


Rate this content
Log in