Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୪୮

ଜୀବନ ଗୀତା-୨୪୮

1 min
6.5K


 

ଜୀବନ ଦୁର୍ଲ୍ଲଭ
ପୂତ ଅନୁପମ
ନିରର୍ଥକ ଯାଏ
ନାହିଁ ତାର କର୍ମ ॥୦॥

ଦଇବ ଦଉଡି
ମଣିଷ ଗାଈ
କହିକେବେ ବସି
ଯାଏ ସେ ନାହିଁ
କର୍ମ ବଳେ କରେ
ସବୁ ସେ ସମ୍ଭବ ॥୧॥

ପ୍ରତିବନ୍ଧକ ତ
ଜୀବନେ ଅଛି
ଶ୍ରମବଳେ ଲକ୍ଷ୍ୟ
ପାଇ ହେଉଛି
କର୍ମ ପାଇଁ ତାର
ମାନବ ଜନମ ॥୨॥


Rate this content
Log in