Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Lenka

Others

2  

Chittaranjan Lenka

Others

ମମତାର ମୂଲ୍ୟ

ମମତାର ମୂଲ୍ୟ

1 min
1.3K


ଘୁଷୁରିକୁ ଦେଲେ    ପାଚିଲା କଦଳୀ

କାଢେ ଥୁ ଥୁ କରି

ମମତାର ମୂଲ୍ୟ      ବୁଝେନାହିଁ ଯିଏ

ନୁହଁ କି ହୀନ ତା ପରି?


ଘୁଷୁରୀଟା ସିନା      ପଶୁଟିଏ ବୋଲି

ମହତ୍ତ୍ୱ ବୁଝଇ ନାହିଁ

ତୁମେ ତ ମଣିଷ      ଅଟ ବୁଦ୍ଧି ଶ୍ରେଷ୍ଠ

ତାହାଠୁ ହୀନ କିମ୍ପାଇଁ?


ଚିତ୍ତ ରଞ୍ଜନ ଲେଙ୍କା (କଟକ)


Rate this content
Log in