Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

2  

Ambika Swain

Others

ବିରହ

ବିରହ

1 min
6.9K


ଚକୋର ଲେଖିଲା ଚିଠି

ଚକୋରୀ ପାଖକୁ ବସି

ଆହେ ପ୍ରିୟତମା ବୁଝି କି ପାରୁନା

ତୁମ ପ୍ରିୟତମର ମନ କଥା

କାହିଁ ରହିଲ କେତେ ଦୂରେ

ଦେଲ ନାହିଁ ମୋତେ ଦେଖା ।

ଏ ମନ ଖୋଜୁଛି ସଦା

ତୁମରି ମୁହଁରୁ ଶୁଣିବ କଥା

ଚୁପି ଚୁପି ପ୍ରିୟା ମୋର ତୁମେ

କହି ଯିବ କାନେ ମୋର କେତେ କଥା

ସେହି କଥାରେ ଭରିଥିବ

କେତେ ଅନାବିଳ ମଧୁରତା l

ତୁମ ଆଖିର ଅକୁହା ଚାହାଣୀ

ମୋ ହୃଦୟରେ ଭରି ଦେବ

କୁହୁକର ପ୍ରୀତି

ମୋ ଅନ୍ତରରୁ ଭାସି ଆସିବ

ମଧୁର ସ୍ୱରର କୋମଳ ଗୀତି ।

ଆସ ପ୍ରିୟତମା ଶୀଘ୍ର ଚାଲି ଆସ

ବାହୁ ମେଲି ଚକୋର ଚାହିଁଛି

ତୁମରି ପଥ ।।

*******

ଅମ୍ବିକା ସ୍ଵାଇଁ


Rate this content
Log in