Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ambika Swain

Others

2  

Ambika Swain

Others

କବିତା-୧୨-ଇନ୍ଦ୍ର ଧନୁ

କବିତା-୧୨-ଇନ୍ଦ୍ର ଧନୁ

1 min
1.5K


ଇନ୍ଦ୍ରଧନୁ ଆସେ ସପ୍ତରଙ୍ଗ ନେଇ

ଖରା ଓ ବର୍ଷାର ମିଳନରେ

ନୀଳ ଆକାଶ କୁ ରଙ୍ଗାୟିତ କରେ

ସଜାଏ ସୁନ୍ଦର ତୂଳୀରେ ।

ମନ ଆକାଶରେ ଆଙ୍କି ଦେଇ ଚିତ୍ର

ଚାଲି ଯାଏ ନିଜ ପଥରେ

ସୌନ୍ଦର୍ଯ୍ୟବମୟୀ ଇନ୍ଦ୍ରଧନୁର ରଙ୍ଗ

ରହି ଯାଏ ସଦା ସ୍ମୃତି ପଟ୍ଟରେ ।।


ଅମ୍ବିକା ସ୍ୱାଇଁ


Rate this content
Log in